ଗ୍ୟାସ୍ ଏଜେନ୍ସିରେ ଅଗ୍ନିକାଣ୍ଡ, ଜଳିଗଲା ଜରୁରୀ କାଗଜପତ୍ର
ଅନୁଗୁଳ: ଅନୁଗୁଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏକ ମୋଟର ସାଇକେଲ ସମେତ ଜଳିଗଲା ଜରୁରୀ କାଗଜପତ୍ର ଏବଂ କିଛି ଗ୍ୟାସ ଟାଙ୍କି ପୋଡ଼ି ନଷ୍ଟ ମଧ୍ୟ ହୋଇଯାଇଛି । ଭଣ୍ଡୁବର ନିକଟରେ ଥିବା ସୁପ୍ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ…