Latest Odisha News

BREAKING NEWS

ବିଜେଡି ଦେଲା ପ୍ରତିଶ୍ରୁତି: ରାଜ୍ୟ ସରକାର ଗରିବଙ୍କୁ ଯୋଗାଇବେ ଘର

ଭୁବନେଶ୍ୱର: ବଢିଲା ଆବାସ କଳି । ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଆଜି ପ୍ରେସମିଟ କରି ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ଅଭିଯୋଗ କରିଛି, ଗରିବ ଲୋକଙ୍କୁ ଘର କରାଇ ନ ଦେବାକୁ ଷଡଯନ୍ତ୍ର କରୁଛି ବିଜେପି  । ପିଏମଏୱାଇ ଘର ନିର୍ମାଣ ଅଟକାଇବାକୁ ଏହା ବିଜେପିର ନୂଆ ନାଟକ ।…

ଏମିତି ମନ୍ଦିର ଯେଉଁଠି ଭୋଗରେ ଫଳ ନୁହେଁ ଦିଆଯାଏ କାନ୍ଥ ଘଣ୍ଟା

ଭୋପାଳ: ଭିନ୍ନ ଲୋକ, ଭିନ୍ନ ଭାଷା, ଭିନ୍ନ ଚେହେରା, ଭିନ୍ନ ପରମ୍ପରା ଏହା କୈାଣସି ନୂଆ କଥା ନୁହେଁ । କିନ୍ତୁ ଯେତେବେଳେ ଭଗବାନଙ୍କ କଥା ଆସେ ସେତେବେଳେ ପୂଜା ପଦ୍ଧତି ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହୁଏ ନାହିଁ । ପ୍ରତ୍ୟେକ ଧର୍ମରେ ଈଶ୍ୱରଙ୍କ ଉପାସନାର ଏକ ନିୟମ ରହିଛି ଏବଂ ସମସ୍ତେ ଏହାକୁ…

ମହାନତା ଦେଖାଇଲେ ନବୀନ ନନ୍ଦ: ପୁଅର ମୃତ୍ୟୁ ପରେ ବୋହୂର କରାଇଲେ ଦ୍ୱିତୀୟ ବିବାହ

ଭୁବନେଶ୍ୱର: ‘ଆଜିର ଦନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରୁଛି କି ଠିକ କରୁଛି, ଜାଣେନି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋ ବୋହୂର ଦ୍ୱିତୀୟ ବିବାହ କରାଇଛି ।’ ନିଜ ବୋହୂକୁ ଝିଅ ପରି ଶାଶୂ ଘରକୁ ବିଦା କଲାବେଳେ ଏମିତି ଭାବବିହ୍ୱଳ ହୋଇ…

ସର୍ଜିକାଲ୍‌ ଷ୍ଟ୍ରାଇକ୍ ପରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ପରମାଣୁ ଯୁଦ୍ଧ ପ୍ରସ୍ତୁତି: ମାଇକ୍ ପମ୍ପିଓଙ୍କ…

ନୂଆଦିଲ୍ଲୀ: ୨୦୧୯ରେ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ଦେଖା ଦେଇଥିଲା। ଦୁଇ ଦେଶ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ଭାରତ-ପାକିସ୍ତାନକୁ ନେଇ ଏଭଳି ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିଛନ୍ତି ତତ୍‌କାଳୀନ ଆମେରିକା…

ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଦେହାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିବା ସୂଚନା  । ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା  ।…

ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ପୁଅ

କଟକ: କଥାରେ ଅଛି ମୃତ୍ୟୁ କେତେବେଳେ କଉଠି ବି ଆସେ କାହାକୁ ଜଣା ନଥାଏ । କିଏ ଜାଣିଥିଲା ଏତେ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯିବେ । ଯେଉଁ ବୟସରେ ଭବିଷ୍ୟତ ଗଢିବାକୁ ସ୍ବପଦେଖିବା କଥା ସେ ଆଜି ଅଫେରା ରାଇଜରେ । ଆାମେ କହୁଛୁ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନ…

ଭୁବନେଶ୍ୱରରେ ପଠାନ ଫିଲ୍ମ ରିଲିଜ୍‌: ଖୁସୀରେ ଝୁମିଲେ ଫ୍ୟାନ୍, କଳିଙ୍ଗ ସେନାର ଜୋର୍‌ଦାର ବିରୋଧ

ଭୁବନେଶ୍ୱର: ଦୀର୍ଘ ୪ ବର୍ଷ ପରେ ସୁପର ଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଆଜି ସର୍ବଭାରତୀ ସ୍ତରରେ ରିଲିଜ୍ ହୋଇଛି। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖି ଖୁସୀରେ ଝୁମୁଛନ୍ତି ଫ୍ୟାନ୍। ସିନେମା ହଲ୍ ବି ଫୁଲ୍। ଭୁବନେଶ୍ୱରରେ ମହାରାଜ ସିନେମା ହଲରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।…

ସହରୀ ଭୋଜି

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ । ମାତ୍ର ଗିରିଆ ଗାଁ ରେ ରହି ଚାଷ ବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ । ଶ୍ରୀଧର ବାବୁ ଯେବେ ଗାଁକୁ ଆସୁଥିଲେ…

ଆଥେୟାଙ୍କ ଲେହେଙ୍ଗାକୁ ନେଇ ଚର୍ଚ୍ଚା, ତିଆରି ହେବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା

ମୁମ୍ବାଇ: ଗତ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି   ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କର  ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ ବଲିଉଡର ବହୁ ନାମିଦାମୀ…

ଲକ୍ଷୀମପୁର ଖେରି ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରି ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ୮ ସପ୍ତାହ ପାଇଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ…