ଟ୍ରେନ ଭିତରେ ଯେଭଳି ବି ସମସ୍ୟା ହେଉ ଏହି ଆପ ଦ୍ୱାରା ମିଳିବ ସାହାଯ୍ୟ
ନୂଆଦିଲ୍ଲୀ: ଦେଶର ଜୀବନରେଖା କୁହାଯାଉଥିବା ଟ୍ରେନ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରିଥାନ୍ତି । ତେବେ ଯାତ୍ରା ସମୟରେ ଯାତ୍ରୀ ବେଳେବେଳେ ଏଭଳି କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯାହାକୁ ନେଇ ସେମାନେ ଚିନ୍ତାରେ ପଡିଯାଇଥାନ୍ତି । କିଛି ଲୋକ ନିଜର ସମସ୍ୟା ବାବଦରେ…