ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୫)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆସନ୍ନ ସନ୍ଧ୍ୟାର ଆଗମନ ଦେଖି ଚନ୍ଦ୍ରଭାନୁ ଘରକୁ ଯିବା ପାଇଁ ଉଦ୍ୟତ ହେଲେ । ଛଳଛଳ ଆଖି ନେଇ ଉମା ତାଙ୍କ ପଥ ଓଗାଳିଲା । କଣ୍ଠରେ ତା’ର ଥିଲା ସୀମାହୀନ କାରୁଣ୍ୟ-ତମେ ମତେ ବିବାହ କରିବ ନା ?
- କାହିଁକି ? ଏବେ ବି…