Latest Odisha News

BREAKING NEWS

ଗର୍ଭାଶୟ କର୍କଟ ପାଇଁ ଏସଆଇଆଇର ସ୍ୱଦେଶୀ ଟିକା, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ ହେଉଛି ଗର୍ଭାଶୟ କର୍କଟ। ଗର୍ଭାଶୟ କର୍କଟ ଭାରତର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁିଥିବା ବିପଦଜନକ ରୋଗରେ ପରିଣତ ହୋଇଛି। ଯାହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ…

ଫୁଟିଲା ବୋମା, ଛିଣ୍ଡିଗଲା ବାଳକର ପାଦ

ସୁନ୍ଦରଗଡ଼: ସଦରଥାନା ସୁବଲୟା ମୁସଲିମ ବସ୍ତିରେ ବୋମା ଫୁଟି ଜଣେ ୧୦ ବର୍ଷ ବାଳକର ପାଦ ଛିଣ୍ଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବାଳକ ହେଲେ ମୁସଲିମ ବସ୍ତିର ସବିନା ଖାତୁନଙ୍କ ପୁଅ ମହମ୍ମଦ ତେଗି ଅଲ୍ଲୀ…

ଭାରତର ‘BharOS’ ଆଣ୍ଡ୍ରଏଡ୍ ଏବଂ ଆଇଓଏସଠୁ କେତେ ଅଲଗା?

ନୂଆଦିଲ୍ଲୀ: ଯେତେବେଳେ ଆମେ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ବିଷୟରେ କଥା ହେଉ ଭାରତୀୟମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବାବଦରେ ଆଲୋଚନା କରନ୍ତି। ଆମେରିକାନ କମ୍ପାନୀ ଗୁଗୁଲ୍ ଏବଂ ଆପଲ୍ ଦ୍ୱାରା ନିର୍ମିତ ଏହି ଉଭୟ ଅପରେଟିଂ ସଫ୍ଟୱେର୍ ହେଉଛି ବିଶ୍ୱ ବଜାରରେ ଏବେ ବି ଅଗ୍ରଣୀ ରହିଛି। ଏବେ ଭାରତ…

ହରିୟାଣା ଚାଲାଣ ବେଳେ ଜବତ ହେଲା ଗଞ୍ଜେଇ ,୭ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଛି । ସେମାନଙ୍କଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ,୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭିଷଣ ମାଛ (୨୫), ଓକେଲର…

ତିନି ବର୍ଷ ପରେ ‘ହିଟ୍ ମ୍ୟାନ’ଙ୍କ ଶତକୀୟ ଇନିଂସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତିନି ବର୍ଷ ପରେ ଟିମ୍ ଇଣ୍ଡିଆ ଦିନିକିଆର ଅଧିନାୟକ ରୋହିତ ଶର୍ମା ଶତକୀୟ ଇନିଂସ ମାରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ରୋହିତଙ୍କ ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଶତକୀୟ ଇନିଂସ ଖେଳି ଦିନିକିଆରେ ୩୦ଟି ଶତକ…

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ…

ଅଭିଯୋଗର ତୁରନ୍ତ ସମାଧାନ କଲେ ଜିଲାପାଳ

ଭବାନୀପାଟଣା : କେସିଙ୍ଗା ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୭ ଜଣ ଅଭିଯୋଗପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୫୪ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୧୩ଟି ଗ୍ରାମ୍ୟ ତଥା ସାମୁହିକ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିଲା ଭାରତ, ରାଙ୍କିଂ ଲିଷ୍ଟର ଶୀର୍ଷରେ ଟିମ୍ ଇଣ୍ଡିଆ

ଇନ୍ଦୋର: ୯୦ ରନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚକୁ ଜିତିବା ସହ ୩ ଟିକିଆ ଦିନିକିଆ ମ୍ୟାଚ୍ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ଇଂଲଣ୍ଡକୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ଟିମ୍ ଭାବେ ଆଇସିସି ରାଙ୍କିରେ ସ୍ଥାନ ପାଇଛି । ଆଜିର…

କୋର୍ଟରେ ହାଜର ହେଲେନି ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ଆଜି କୋର୍ଟରେ ହାଜର ହେବାର ଥିଲା। ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ସୂଚନା ମୁତାବକ, ଶ୍ରଦ୍ଧାଞ୍ଜଳି…

‘ନାଟୁ ନାଟୁ’ ଓସ୍କାର ପାଇଁ ମନୋନୀତ, କିଏ ଏହି ଗୀତର ଲେଖକ ଏବଂ ମ୍ୟୁଜିକ କମ୍ପୋଜର ?

ନୂଆଦିଲ୍ଲୀ: ଚଳିତ ବର୍ଷ ଓସ୍କାର ପାଇଁ ଭାରତର ଏକମାତ୍ର ଫିଲ୍ମ ଭାବେ ଦକ୍ଷିଣ ଭାରତର ଫିଲ୍ମ ଆରଆରଆରର 'ନାଟୁ ନାଟୁ' ଗୀତ ନୋମିନେଟେ ହୋଇଛି। ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ୫ଟି ଫିଲ୍ମର ଗୀତ ସାମିଲ ହୋଇଛି। ଏଥିରେ ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆରର 'ନାଟୁ ନାଟୁ' ଗୀତ…