Latest Odisha News

BREAKING NEWS

ଢେଙ୍କାନାଳରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ପ୍ରଭାବ ପଡ଼ିବ ନାହିଁ: ବିଜେଡି ବିଧାୟକ

ଭୁବନେଶ୍ୱର: ଦୁଇ ଥରର ରାଜ୍ୟସଭା ସାଂସଦ, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢ଼ିବେ। ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେବା ବେଳେ ନିଜେ ନିର୍ବାଚନ ଲଢ଼ିବେ ବୋଲି କହିବା ପରେ ସେ ଏବେ କେଉଁଠୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଟ୍ଟା…

ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର

ଝାରସୁଗୁଡ଼ା: ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ମନ ଖୋଲି ହସୁଛି । ମନ୍ତ୍ରୀ ନବଙ୍କୁ ମାରିବା ପରେ ବି ଗୋପାଳ ମନରେ ପଶ୍ଚାତାପର ଚିହ୍ନ ବର୍ଣ୍ଣ ନାହିଁ । ଅନ୍ୟପଟେ ନବଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର । ପରିବାର…

‘ନବ ଦାସଙ୍କ ଦ୍ୱାଦଶାହ ସଭା ନାଁରେ ବିଜେଡି ରାଜନୈତିକ ସମାବେଶ କରିଛି’

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କ ନାପସନ୍ଦ। ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସମାବେଶ ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ଏହା ଏକ ଦଳୀୟ ସମାବେଶ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ଅଷ୍ଟ୍ରେଲିଆ ୧୭୭, ଭାରତ ୭୭/୧

ନାଗପୁର:ଗାଭାସ୍କର-ବର୍ଡର ସିରିଜରେ ପ୍ରଥମ କ୍ରିକେଟ ଟେଷ୍ଟ ନାଗପୁରରେ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଯାହା ଆଶା କରାଯାଉଥିଲା ସେୟା ପ୍ରମାଣିତ ହୋଇଛି । ସ୍ପିନକୁ ସୁହାଉଥିବା ପିଚରେ ଅଷ୍ଟ୍ରେଲିଆ ଅସହାୟ ଅବସ୍ଥାରେ ୧୭୭ ରନରେ ଅଲଆଉଟ ହୋଇଯାଇଛି । ରବୀନ୍ଦ୍ର ଜାଡେଜା ୫ଟି ଓ ରବିଚନ୍ଦ୍ରନ…

ତିର୍ତ୍ତୋଲ ବିଧାୟକଙ୍କ ସହ ଭାଇରାଲ ହେଉଥିବା ଏ ମହିଳା ଜଣଙ୍କ ପୁଣି କିଏ?

ଜଗତସିଂହପୁର: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ପ୍ରେମିକା ସୋମାଲିକାଙ୍କୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିବା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ବିଧାୟକ ଏବଂ ଅନ୍ୟ ଜଣେ ଯୁବତୀ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ…

ସଫ୍ଟବଲ ଚାମ୍ପିୟନଶିପ ଉଦଯାପିତ: ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ, ମହିଳାରେ ମହାରାଷ୍ଟ୍ର ଚାମ୍ପିୟନ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୪୪ତମ ସର୍ବ ଭାରତୀୟ ସଫ୍ଟ ବଲ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛନ୍ତି । ୨ଟି ଯାକ ବିଭାଗରେ ପଞ୍ଜାବ ଟିମ ରନର୍ସଅପ ହୋଇଛି । ବାଳକ ବିଭାଗ ଫାଇନାଲରେ…

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଏବେ ଅଧିକ ଶୀଘ୍ର ହୋଇଯିବ: ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଦାୟର ହୋଇଥିବା ପିଆଇଏଲ ବା ଜନସ୍ବାର୍ଥ ମାମଲାରେ ହାଇକୋର୍ଟ କହିଛନ୍ତି, ଏବେ ତଦନ୍ତକୁ ମାତ୍ର ୧୧ ଦିନ ହୋଇଛି। ତେଣୁ ଏବେ କେନ୍ଦ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେବା ଅତି ଶୀଘ୍ର ହୋଇଯିବ। ଭାରତୀୟ ବିକାଶ ପରିଷଦ ଦ୍ୱାରା ଦାୟର ହୋଇଥିବା ଜନସ୍ୱାର୍ଥ…

ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରା ପଡ଼ିଲେ ସାଂସଦ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସଂସଦରେ ବିତର୍କ ଚାଲିଥିଲା କିନ୍ତୁ ସାଂସଦ ମହାଶୟ ଅଶ୍ଲୀଳ ଭିଡିଓ ଦେଖିବାରେ ବ୍ୟସ୍ତ ଥିଲେ । ଆଉ ଯାହା କ୍ୟାମେରାରେ କଏଦ ପରେ ସାଂସଦଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଇସ୍ତଫା ଦେବା ସହ ସାଂସଦ ଜଣଙ୍କୁ ଅନ୍ୟ ସାଥୀ ସାଂସଦଙ୍କ ଠାରୁ କଡ଼ା ସମାଲୋଚନା ଶୁଣିଛନ୍ତି । ଏ ଘଟଣା…

ଖସିଲେ ଆଦାନୀ, ୧୦ ଧନୀ ତାଲିକାକୁ ଏଣ୍ଟ୍ରି ମାରିଲେ ଅମ୍ବାନୀ

ନୂଆଦିଲ୍ଲୀ:ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ । ଧନୀ ତାଲିକାରେ ଗୌତମ ଆଦାନୀ ଯେତିକି ଯେତିକି ଖସିବାରେ ଲାଗିଛନ୍ତି, ମୁକେଶ ଅମ୍ବାନୀ ସେତିକି ଉଠିବାରେ ଲାଗିଛନ୍ତି । ପୁଣି ଥରେ ବିଶ୍ୱ ଧନୀ ତାଲିକାର ୧୦ ଧନୀଙ୍କ ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ।…

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା । ତେବେ ଏହା…