Latest Odisha News

BREAKING NEWS

କିମ୍ ଜୋଙ୍ଗ ଉନଙ୍କ ପରେ ଜୁ ହେବେ କି ଉତ୍ତର କୋରିଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସେ ସବୁବେଳେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥାନ୍ତି । ଏବେ ତାଙ୍କ ଝିଅଙ୍କ ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ମିଲିଟ୍ରି ପରେଡରେ…

କ୍ରିକେଟର ଲାଲା ଅମରନାଥଙ୍କ ଉପରେ ଫିଲ୍ମ କରିବା ନେଇ ହିରାନୀ ଆଗ୍ରହୀ

ମୁମ୍ବାଇ:ଲୋକପ୍ରିୟ ଫିଲ୍ମମେକର ରାଜକୁମାର ହିରାନୀ ଏବେ ଶାହାରୁଖ ଖାଁଙ୍କୁ ନେଇ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଚଳିତ ବର୍ଷ ଶେଷ ଭାଗରେ ରିଲିଜ ହେବ । ଡଙ୍କି ପରେ ଆଉ ଏକ ଫିଲ୍ମ କରିବା ନେଇ ହିରାନୀ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲେଣି । ରିପୋର୍ଟ ମୁତାବକ ଭାରତର ଷ୍ଟାର…

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଏପରି କହିଛି ବିଜେପି। ଏହାପରେ ଗୁରୁବାର ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି। ଆଉ ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିରୋଧୀ। ଭୁବନେଶ୍ୱରରେ ବିଜେପି…

ଦେଶର ସବୁଠାରୁ ବଡ ଗୋଇନ୍ଦା ରବୀନ୍ଦ୍ରଙ୍କ ଉପର ଫିଲ୍ମ କରିବେ ଅନୁରାଗ

ମୁମ୍ବାଇ: ଅନୁରାଗ ବସୁ ଭାରତର ବଡ ଗୋଇନ୍ଦା ଭାବେ ପରିଚିତ ରବୀନ୍ଦ୍ର କୌଶିକଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ରବୀନ୍ଦ୍ରଙ୍କ କ୍ୟାରିୟର ନେଇ ଅନୁରାଗ ବେଶ ପ୍ରଭାବିତ ହୋଇଛନ୍ତି । ମାତ୍ର ୨୦ ବର୍ଷ ବୟସରେ ସେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର…

ଆଠଗଡ ବନ ବିଭାଗ ହେପାଜତ ମୃତ୍ୟୁ ଘଟଣା, ଗିରଫ ୬ ବନ କର୍ମଚାରୀ ହେବେ ନିଲମ୍ବିତ

କଟକ: ହାତୀ ହତ୍ୟାକାରୀ ଭାବି ଜେରା କରିବା ବେଳେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ବନକର୍ମଚାରୀ ଚାକିରିରୁ ନିଲମ୍ବନ କରାଯିବ। ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ନିଲମ୍ବିତ ହେବେ। ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି।…

ଗୋପାଳର ଆଜି ହେଲା ପଲିଗ୍ରାଫ ଟେଷ୍ଟ, ଆସନ୍ତାକାଲି ନାର୍କୋ ଟେଷ୍ଟ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ଆଜି ପଲିଗ୍ରାଫ ଟେଷ୍ଟ ହୋଇଛି। ଆସନ୍ତାକାଲି ନାର୍କୋ ଟେଷ୍ଟ ହେବ। ଗୁଜରାଟ ଗାନ୍ଧୀନଗରରେ ଥିବା ଏସଏଫଏସଏଲରେ ଏହି ପରୀକ୍ଷା ହୋଇଛି ବୋଲି ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ଏହି ସୂଚନା ଦେଇଛି। ଗତକାଲି…

ଅଜିତ ଡୋଭାଲଙ୍କ ସହ ୭ ଦେଶର NSAଙ୍କୁ କାହିଁକି ଭେଟିଲେ ପୁଟିନ୍ ?

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦୁଇ ଦିନିଆ ଋଷ ଗସ୍ତରେ ଯାଇଛନ୍ତି । ବୁଧବାର ମସ୍କୋରେ ପହଞ୍ଚିଥିବା ବେଳେ ଗୁରୁବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ…

ଭାରତ, ଇରାନ, ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଲା ଆଇଏସ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଖୋରାସନ) ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଛି । ଏହି ଆତଙ୍କବାଦୀ ସଂଗଠନ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ ଦେଶ ମଧ୍ୟରେ ସର୍ମ୍ପକକୁ ଦୁର୍ବଳ କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର…

ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର ନିଯୁକ୍ତ

ଭୁୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ରାଜ୍ୟର ଦୈନିକ ଖବରକାଗଜ 'ସମାଜ'ରୁ ସେ ଅବସର ଗ୍ରହଣ…

ସୂର୍ଯ୍ୟକୁମାରଙ୍କ ଆଉ ଏକ କୀର୍ତିମାନ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୩୦ ବର୍ଷରୁ ଅଧିକ ବୟସରେ ସେ ପ୍ରଥମ ଖେଳାଳି ଭାବେ କ୍ରିକେଟର ୩ଟି ଫର୍ମାଟରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ୩୨ ବର୍ଷ ୧୪୮ ଦିନରେ ସେ ପ୍ରଥମ ଟେଷ୍ଟ ଖେଳିଛନ୍ତି । ସେ ୩୦ ବର୍ଷ…