ଭାଷା ଭାଗବତ : ସୁବାଗ୍ମୀ ପ୍ରବର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗସରଳ ପ୍ରଶ୍ନର ଉତ୍ତର
ଦେବାକୁ ନ ହୋଇ ତତ୍ପର
କରେ ଯେ ପ୍ରଶ୍ନ ବିଶ୍ଳେଷଣ
ସେ କରେ ଜ୍ଞାନ ପ୍ରଦର୍ଶନ
ସ୍ଥୂଳ ଓ ସୂକ୍ଷ୍ମର ପାର୍ଥକ୍ଯ
ବୁଝି ନ ପାରି ବହୁ ଲୋକ
କରଂତି ଦୀର୍ଘ ଆଲୋଚନା
ନିଷ୍କର୍ଷ ପଡ଼େନାହିଁ ଜଣା
ଏପରି ବିଶେଷଜ୍ଞ!--more-->…