ତେଲ ଟାଙ୍କି ସଫା କରୁଥିବା ବେଳେ ୭ ମୃତ, ଜଣଙ୍କୁ ବଞ୍ଚାଇବାକୁ ଯାଇ ଭିତରକୁ ଡେଇଁଥିଲେ ସମସ୍ତେ
ହାଇଦ୍ରାବାଦ: ଘରୋଇ କାରଖାନାରେ ତେଲ ଟାଙ୍କି ସଫା କରୁଥିବା ବେଳେ ଅଣନିଶ୍ୱାସୀ ହୋଇ ୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ରାଗମପେଟ ପେଦ୍ଦାପୁରମରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଅମ୍ବାତି ସୁବ୍ବନ୍ନା ତେଲ କାରଖାନାରେ ନିର୍ମାଣ କାର୍ଯ୍ୟ ଜାରି…