ବୟସ ୩୯, ସନ୍ତାନ ୩୮
ମହିଳାଙ୍କ ବୟସ ୩୯,ହେଲେ ତାଙ୍କ ପିଲାମାନଙ୍କ ସଂଖ୍ୟା ୩୮ । ଏହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ମହିଳା ଜଣକ ହେଲ ଯୁଗାଡ଼ାର ମୁକୋନୋ ଜିଲା କବମ୍ବରୀ ଗ୍ରାମର ମାରିୟମ ନବାତାଜୀ । ମାତ୍ର ୩୯ ବୟସରେ ୩୮ ପିଲାଙ୍କୁ ଜନ୍ମ ଦେଇ ସାରିଲେଣି ।
ମାରିୟମଙ୍କର ବିବାହ ୧୨ ବର୍ଷ ବୟସରେ…