Latest Odisha News

BREAKING NEWS

ଜଳିଗଲା ATR-72 ବିମାନ, ଚାଲିଗଲା ୩୨ ଜଣଙ୍କ ଜୀବନ

କାଠମାଣ୍ଡୁ : ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାଟି ଆଜି ସକାଳେ ହୋଇଥିବା ଜଣାପଡ଼ିଛି  । ବିମାନରେ ୬୮ ଯାତ୍ରୀଙ୍କ ସହ ୪ ଜଣ ପାଇଲଟ୍‌ ଥିଲେ  । ବିମାନଟି ହୁତୁ ହୁତୁ ହୋଇ…

ପରପୁରୁଷ ସହ ସ୍ତ୍ରୀକୁ ଦେଖି ସହିପାରିଲାନି ସ୍ୱାମୀ, ଅଲଗା କରିଦେଲା ମୁଣ୍ଡରୁ ଗଣ୍ଡି

ରାଞ୍ଚି: ଝାରଖଣ୍ଡରରୁ ଆସିଲା ଲୋମହର୍ଷଣକାରୀ ଘଟଣା  । ପରପୁରୁଷ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ହିତାହତ ଜ୍ଞାନ ଭୁଲିଗଲା ସ୍ୱାମୀ  । ପତ୍ନୀଙ୍କ ପ୍ରେମିକର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା  । ଏପରି ଘଟଣା ଝାରଖଣ୍ଡର ଲୋନଜୋ ଗାଁରେ ଘଟିଛି  । ପୋଲିସ କହିବା ଅନୁଯାୟୀ,…

ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେଲା ଚିିଲିକା ତୀରେ

ପୁରୀ: ୧୯୭୭ରେ ମୁକ୍ତିଲାଭ କରିଥିବା ଚିଲିକା ତୀରେ ଫିଲ୍ମ ଆଜି ପୁରୀ ଟାଉନ ହଲରେ ପୁନର୍ବାର ପ୍ରଦର୍ଶିତ ହୋଇଛି । ଜାତୀୟ ପୁରସ୍କାରପ୍ରାପ୍ତ ଏହି ଚଳଚ୍ଚିତ୍ର ୪୬ ବର୍ଷ ପରେ ପୁରୀର ବାସ୍ନା, କଳା, ସାହିତ୍ୟ, ଅଭିନୟର ଜୀବନ୍ତ ନମୂନା ପ୍ରଦର୍ଶିତ ହେବା ପରେ ଏହି ଖୁସିର ବାତାବରଣ ଖେଳି ଯାଇଥିଲା…

ବଡ଼ଚଣା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡି ପଛ ପଟେ ପିଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ। ସୂଚନା ଅନୁଯାୟୀ ଗତକାଲି ରାତିରେ ବିଧାୟକ ନିଜ…

ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ  

ନୂଆଦିଲ୍ଲୀ: ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ…

ଅଭୁଲା ଗୀତ : ଆଜି ମୁଁ ଶ୍ରାବଣୀ

ଗୀତ: ଜୀବନନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ଲତା ମଙ୍ଗେସକର ଚଳଚ୍ଚିତ୍ର: ଅରୁନ୍ଧତୀ, ୧୯୬୮ ଆଜି ମୁଁ ଶ୍ରାବଣୀ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ ଏତେ ମେଘ ମୋ ଆକାଶେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମୀନାକ୍ଷି.... ! ଉାଳ ତଟିନୀ ସାଜି ଭସାଇ ନେଇଛି ତା’ ଜୀବନର ସମସ୍ତ ସରସତାକୁ । ଅମାନିଆ ଝଞ୍ଜା ଭଳି ଭଡ଼ାଇ ନେଇଛି ସୋହାଗ ଫସଲ । ଉଜାଡ଼ି ଦେଇଛି ଜୀବନ ଉପବନ । କାରୁଣ୍ୟ ଜଡ଼ିତ ରାତ୍ରିଟିଏ ଭଳି ନିଶୂନ କରି ଦେଇଛି…

କବିତା : ଚେର

କୈଳାସ ଚନ୍ଦ୍ର ସାହାଣୀ  ଚେର ହିଁ ବୃକ୍ଷର ମୂଳ ଅସ୍ତିତ୍ବ ଯାହା ସବୁରି ଅଲକ୍ଷରେ ମାଟି ତଳେ ଥାଏ ; ନିଜ ପାରିଲା ପଣିଆରେ ସେ ଶୋଷିନିଏ ଜଳ ସହ ମାଟିର ବଳ , ବୃକ୍ଷ ପଲ୍ଲବିତ ହୁଏ ଚିତ୍ରିତ ଶାଖା ମେଲେ ଫୁଲ ଫଳରେ ଜନମନ ହରେ , କିନ୍ତୁ ଚେର ଥାଏ ମାଟିର ଅଭ୍ୟନ୍ତରେ ଗୋଟେ…

ଶିଶୁ କବିତା : କେଁ କଟର

ଜ୍ୟୋତ୍ସ୍ନା ରାଣୀ ଦେବୀ କେଁ କଟର କେଁ କଟର ସାରୁ ବୁଦା ମୂଳେ ବେଙ୍ଗ ଅଠର ହାତକୁ ଟାଣି ନାଚୁଛନ୍ତି ପରା ତା ଧିନି ଧିନି । କକର୍ କଅ କକର୍ କଅ କୁକୁଡ଼ା ଅଛନ୍ତି ସେଠାରେ ଛଅ ଚୁଳ ହଲେଇ ଗାଉଛନ୍ତି ନାଚି ଥେଇକି ଥେଇ । ମେଁ ମେଁ ସେଠି ପନ୍ଦର ଛେଳି ଠେଲାପେଲା ହୋଇ କରନ୍ତି…

ଭାଷା ଭାଗବତ : କେଉଁ ଲିଖନଧାରା ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହୁକା: ହୁଂକା= ହୁଙ୍କା ସଖା: ସଂଖ୍ୟା= ସଙ୍ଖ୍ୟା ବଗ: ବଂଗ= ବଙ୍ଗ ଢଗ: ଢଂଗ= ଢଙ୍ଗ ଅଚଳ: ଅଂଚଳ= ଅଞ୍ଚଳ ବଛା: ବାଂଛା= ବାଞ୍ଛା ଗଜା: ଗଂଜା= ଗଞ୍ଜା ପଜା: ପଂଝା= ପଞ୍ଝା ଅଟା: ଅଂଟା= ଅଣ୍ଟା କଠା: କୁଂଠା=…