ନରହରି ବାରିକ ସ୍ମୃତି ସଂସଦ ପକ୍ଷରୁ ମେଧା ବୃତ୍ତି ପରୀକ୍ଷା
କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ନରହରି ସ୍ମୃତି ସଂସଦ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଆୟୋଜିତ ହୋଇଛି । ଝଡ଼େଶ୍ୱରପୁର ଉଚ୍ଚ ବିଦ୍ୟାଳୟର ପ୍ରବୀର ଗଣିତ ଶିକ୍ଷକ ସ୍ୱର୍ଗତ ଗୁଣନିଧି ଲେଙ୍କା, ଚୌଧୁରୀ ସୁରେନ୍ଦ୍ର ନାଥ…