Latest Odisha News

BREAKING NEWS

ନବ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପାଇଖାନାରୁ କାଗଜ ବାହାର କରି ନୂଆ ତାମସା କରୁଛି କହିଲା ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କରିବା ଘଟଣାରେ ପୋଲିସ ଡିଜିଙ୍କ ବୟାନକୁ ନିନ୍ଦା କରିଛି ରାଜ୍ୟ ବିଜେପି। ଏଥିସହ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଇ କ୍ରାଇମବ୍ରାଂଚକୁ ତଦନ୍ତ ଭାର…

ମାଗଣା ଶାଢୀ ନେବାକୁ ଆସି ଭିଡରେ ଫସିଯିବାରୁ ୪ ମହିଳାଙ୍କ ଦଳାଚକଟାରେ ମୃତ୍ୟୁ

ଚେନ୍ନାଇ: ଶନିବାର ତାମିଲନାଡୁର ତିରୁପତି ଠାରେ ଏକ ଦଳାଚକଟାରେ ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଭାନିଆବାଡି ଅଞ୍ଚଳର। ଯେଉଁଠାରେ ଥାଇପୁସାମରେ ମାଗଣାରେ ଶାଢୀ ବଣ୍ଟା ଯାଉଥିଲା। ଶାଢୀ ନେବାକୁ ଟୋକେନ୍ ବ୍ୟବସ୍ଥା କରାଯାଇଥିଲା। ମାଗଣାରେ ଶାଢୀ ପାଇବା ବିଷୟରେ ସୂଚନା ପାଇବା ପରେ…

ବିମାନ ବନ୍ଦରରେ ହଜିଗଲା ପାସପୋର୍ଟ, ଫେରିପାରିଲେନି ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA)ରେ ଜଣେ ଭାରତ ବୁଲିବାକୁ ଆସିଥିବା ବିଦେଶୀ ନାଗକିକ ମୋବାଇଲ୍ ଏବଂ ପାସପୋର୍ଟ ହଜାଇ ଦେବାରୁ ବଡ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହି ପ୍ରବାସୀ ଅଷ୍ଟ୍ରେଲିଆ ନାଗରିକମାନେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରେ ରହୁନ୍ତି।…

ପାକିସ୍ତାନ ବାହାରେ ଖେଳାଯିବ ଏସିଆ କପ୍, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ଏସିଆ କପ୍ ୨୦୨୩ର ଆୟୋଜନ କରିବ ନାହିଁ ପାକିସ୍ତାନ। ଶନିବାର ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏହି ଏସିଆ କପ୍ ଆୟୋଜନ କରିପାରିବ ନାହିଁ। ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ, ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରିବ ନାହିଁ। ଏହାପରେ ଏପରି ଏକ ସୂଚନା…

ବୀରଭୂମରେ ବିଳମ୍ବିତ ରାତିରେ ବିସ୍ପୋରଣ, ଜଣେ ଗୁରୁତର ଅନ୍ୟ ଜଣଙ୍କର ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତାମାସ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ରହିଛି । ଏହା ପୂର୍ବରୁ ବୀରଭୂମ ଜିଲ୍ଲାରେ ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଘଟିଛି। ଏହି ବୋମା ବିସ୍ଫୋରଣରେ ମରଗ୍ରାମ ପଞ୍ଚାୟତର ଜଣେ ଟିଏମସି ନେତାଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରାଣ…

ଦଙ୍ଗଲକୁ ପଛରେ ପକାଇ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହେଲା ପଠାନ

ମୁମ୍ବାଇ: ନାନା ବିରୋଧ ପ୍ରତିରୋଧ ପରେ ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ଅଭୂତପୂର୍ବ ସଫଳତା। ଦଙ୍ଗଲକୁ ପଛରେ ପକାଇ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହେଲା ପଠାନ। ଆସନ୍ତାକାଲି ପ୍ରଥମ ବଲିଉଡ୍‌ ଫିଲ୍ମ ଭାବେ ପଠାନ ଭାରତରେ ୪୦୦ କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ପୂର୍ବରୁ…

ବାଲି ମାଫିଆଙ୍କ ବେଆଇନ୍ ଇଟାଭାଟିରେ ବୁଲିଲା ବୁଲଡୋଜର

ବାଲେଶ୍ୱର: ବାଲି ମାଫିଆଙ୍କ ଦ୍ୱାରା ଉପଜିଲ୍ଲାପାଳ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେବା ପରେ ଆକ୍ସନ ମୋଡରେ ବାଲେଶ୍ୱର ପ୍ରଶାସନ। ଏହି ଆକ୍ରମଣ ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିବା ପରେ ବେଆଇନ୍ ଇଟା ଭାଟିରେ ଚଢାଉ କରି ଇଟାଭାଟିର ଚିମିନି ଭାଙ୍ଗି ଦେଇଛି ପ୍ରଶାସନ। ଜିଲ୍ଲାରେ…

ପାଇପ ଲାଇନ୍ ବିସ୍ଫୋରଣରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ, ତିନି ଗୁରୁତର

ନୟାଗଡ: ଶନିବାର ମଧ୍ୟାହ୍ନରେ ପାଇପ୍ ଲାଇନ୍ ବିଛାଇବା ବେଳେ ଦୁର୍ଘଟଣା ଘଟିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ସୁନାଲାଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।ମୃତକମାନେ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି।…

ଟେବୁଲ କଭର ଡ଼ିଜାଇନ ଡ଼୍ରେସ ପିନ୍ଧି ରାମ୍ପରେ ଚାଲିଲେ ମଡ଼େଲ

ଟିଭି, ସୋସିଆଲ ମିଡିଆ କିମ୍ବା ସାମ୍ନାରେ ଆପଣ ଅନେକ ଥର ଫ୍ୟାଶନ ସୋ’ର ଦୃଶ୍ୟ ଦେଖିଥିବେ । ଯେଉଁଥିରେ ମଡ଼େଲମାନେ ପ୍ରାୟତଃ ଡିଜାଇନରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ରାମ୍ପ୍‌ରେ ଚାଲିଥାନ୍ତି । ଆହୁରି ବି ଦେଖିଥିବେ ଯେ, ମଡେଲମାନେ ହାଇ ହିଲ୍ ପିନ୍ଧିବା କାରଣରୁ…

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତର ମାନସିକ ପରୀକ୍ଷା କରୁଛି ସିଏଫଏସଏଲ ଟିମ୍

ଝାରସୁଗୁଡା: ନବକିଶୋର ଦାସଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପାଇଥିବା ଅଭିଯୁକ୍ତର ୨୨ ଖଣ୍ଡ କାଗଜ ଖଣ୍ଡକୁ ଶନିବାର ପରୀକ୍ଷା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ଯାହା ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଥିବା ପାଇଖାନା ଟାଙ୍କିରୁ ଜବତ ହୋଇଥି। ଆଉ ଏହି…