ଶ୍ରଦ୍ଧା ଓ ଭାବର ପର୍ବ ଦୋଳ; ଉତ୍ସବମୁଖର ଗାଁଠୁ ସହର
ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ସ୍ନେହ, ପ୍ରେମ ଓ ଭାଇଚାରାର ପର୍ବ । ଓଡ଼ିଶାର ପୂର ପଲ୍ଲୀରେ ସଦ୍ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ।ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ବସନ୍ତକୁ ସ୍ୱାଗତ ଜଣାଇ ଆସିଥାଏ ଦୋଳପର୍ବ ।
ଫାଲଗୁନ ମାସର ପୂର୍ଣ୍ଣିମା…