Latest Odisha News

BREAKING NEWS

ସୁନ୍ଦର ଦେଖାଯିବା ପାଇଁ ଚକୋଲେଟ୍‌ରେ ସଜେଇ ହେଲେ କନିଆ

ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ କ’ଣ କରିଥାନ୍ତି । ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ମରଣୀୟ କରିବାକୁ ଯାଇ କିଛି ଭିନ୍ନ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ବିଭିନ୍ନ ପ୍ରକାରର ଚକୋଲେଟ୍‌ରେ ସଜ୍ଜାଇବା ସହ ନିଜ ଅଳଙ୍କାରକୁ ଚକୋଲେଟ୍‌ରେ ମଧ୍ୟ…

ହସ୍‌ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଡାକ୍ତରଙ୍କ ସହ ୬ ଜଣଙ୍କ ମୃତ୍ୟୁ

ଧାନବାଦ: ହସ୍‌ପିଟାଲ୍‌ରେ ନିଆଁ ଲାଗିବାରୁ ଅଣନିଶ୍ୱାସୀ ହୋଇ ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଝାରଖଣ୍ଡ ଧାନବାଦର ପୁରୁଣା ବଜାରରେ ଥିବା ହାଜ୍ରା ହସ୍‌ପିଟାଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା…

ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା

ବେଙ୍ଗାଲୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିବା ପଡ଼ିଲା ମହଙ୍ଗା । ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଜାନୁଆାରୀ ମାସ ୯ ତାରିଖରେ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିଥିଲା ଗୋ ଫାଷ୍ଟ ବିମାନ।…

ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ; ୭ ଜଣଙ୍କୁ ଗୁଳି କରି ହତ୍ୟା

ଜେରୁସେଲମ: ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ। ଲୋକଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଲା ଆତଙ୍କବାଦୀ। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍‌ ପୁଲିସ ସୂଚନା ଦେଇଛି। ଇସ୍ରାଏଲ୍‌ ତବ୍‌ଜାରେ ଥିବା ପୂର୍ବ ଜେରୁସେଲମର ଆରାଧନା ସ୍ଥଳ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଶକ୍ରବାର ଜଣେ…

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ:ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। କରୋନା ପାଇଁ ଦୁଇ ବର୍ଷ ଚନ୍ଦ୍ରଭାଗ ସ୍ନାନ ବାଧାପ୍ରାପ୍ତ ହେବା ପରେ ଆଜି ଭୋର ପ୍ରାୟ ୫ଟା ସମୟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ତ୍ରିବେଣୀଶ୍ୱର,ଐଶାନେଶ୍ୱର…

ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା । ଆରମ୍ଭରୁ ଜମିଲାଣି ବାବାଙ୍କ ମେଳି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ କରିବେ ଯଜ୍ଞ । କରୋନା କଟକଣା ନଥିବାରୁ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ…

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଫାଟକରେ ।  ଆଜି ସକାଳୁ ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି  ସ୍ଥିତ ଲେବଲ୍ କ୍ରସିଂ ପାରି ହେଲା ବେଳେ ଧକ୍କା ଦେଲା ଟ୍ରେନ୍ । ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିରର…

କବିତା : ଡାଏରୀ

ଶୈଳେନ୍ଦ୍ର ନାରାୟଣ ବେହେରା  ସେ ତ ମୋରି ସୃଷ୍ଟି ମୋ ଚେତନାର କମଳିନୀ , ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି ମୋ କଳ୍ପନାର ସମାନ୍ତରାଳ ଚୌହଦୀ ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ ମୋ ଡାଏରୀ ! ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ ! ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବ୍ରହ୍ମପୁର ହଷ୍ଟେଲରୁ ଫେରି ପଦ୍ମିନୀ ନିଜ ପଢ଼ାରୁମ୍ ଉଦ୍ଦେଶ୍ୟରେ ଯିବାକୁ ବାହାରିବା ବେଳେ ହଠାତ୍ ସାନଭାଇ ପଛରୁ ଡାକିଲା- ଅପା.. ଆଗକୁ ବଢ଼ୁଥିବା ପାଦ ତା’ର ଅଟକିଗଲା - କ’ଣ କିରେ... ? - ଆଜି କିଏ ସବୁ ଆସୁଛନ୍ତି…

ଭାଷା ଭାଗବତ : ଲିପିର ସରଳୀକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିପିର ସରଳୀକରଣ ପାଇଁ ଦେଲେ ଟିକିଏ ଧ୍ୟାନ ନୂଆ ଶିଖାଳି ଶିଶୁଗଣ କରଂତେ ଆନଂଦେ ଲିଖନ ଜଟିଳ ଯୁକ୍ତାକ୍ଷର ଯୋଗୁଁ ଯେପରି ଅସୁବିଧା ଭୋଗୁଁ ତହିଁର ସଂଖ୍ୟା କଲେ ହ୍ରାସ ପିଲା ମୁହେଁ ଫୁଟିବ ହସ ହାତରେ କରି…