Latest Odisha News

BREAKING NEWS

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ମହଙ୍ଗା

ବେଙ୍ଗାଲୁରୁ : ଅନଲାଇନ ପ୍ରେମ ପଡ଼ିଲା ମହଙ୍ଗା,ହାଜତ ଗଲେ ଜୁବତୀ । କଥାରେ ଅଛି ପ୍ରେମ ମାନେ ନାହିଁ ଜାତି ଧର୍ମ ଓ କୗଣସି ବନ୍ଧବାଡ଼ ।  ହେଲେ ଆାଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ ଆାପଣ ଶୁଣିଲେ ଆାଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏକ ଅଜବ ପ୍ରେମ ବିଷୟରେ ।…

ଭୂକମ୍ପରେ ଥରିଲା ଉତ୍ତର ଭାରତ ସହ ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ:  ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ ସମେତ ଦିଲ୍ଲୀ ଏନସିଆର । ଉତ୍ତର ଭାରତର ଅନେକ ଅଂଚଳରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୮।  ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ନେପାଳ । ପୂର୍ବରୁ ଅର୍ଥାତ ଗତ ୫ ତାରିଖରେ ବି ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ…

ଯୋଡ଼ି ହୋଇ ରହୁ ଭାରତ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ । ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ । ଶାନ୍ତିପୂର୍ଣ୍ଣ ସହାବସ୍ଥାନ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେମିରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ନିକଟରେ ଟାଇଟଲ ହାସଲ କରିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଏବଂ ଭାରତର ରୋହନ ବୋପାନ୍ନା ଯୋଡି ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ସେମିଫାଇନାଲରେ…

ଟଙ୍କା ଗଣି ପାରିଲାନି ବର, ବେଦୀରୁ ଉଠିଗଲା କନ୍ୟା

ଫାରୁଖବାଦ୍‌ : ଚାଲିଥିଲା ବିବାହ ଉତ୍ସବ । ବାଜା ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ । ହେଲେ ହଠାତ୍‌ ବେଦୀରୁ ଉଠିଗଲା କନ୍ୟା, ଆଉ ଭାଙ୍ଗିଗଲା ବାହାଘର । ଆଶ୍ଚର୍ଯ୍ୟ ହୋଇଗଲେ ପରିବାର ଲୋକେ ।ଏଭଳି ଘଟଣା ଉତ୍ତର ପ୍ରଦେଶର ଫାରୁଖବାଦରେ ଘଟିଛି  । ତେବେ କାହିଁକି ବାହାଘର ଭାଙ୍ଗିଗଲା ବୋଲି…

ସୁନା କଳସର ଦାମ ୧ କୋଟି ନୁହେଁ, ୧୦ ଲକ୍ଷ

ସମ୍ବଲପୁର: ସାମ୍ନାକୁ ଆସିଲା ପ୍ରକୃତ ସତ୍ୟ । ଗଣମାଧ୍ୟମରେ ମୁହଁ ଖୋଲିଲେ ନବ ଦାସ । ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନି ଦେବଙ୍କୁ ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ନବ…

ହକି ବିଶ୍ୱକପ: ଆଜିଠାରୁ କ୍ୱାର୍ଟରଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ସୋମବାର କ୍ରସ ଓଭରରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିଥିଲେ…

ସଂପତ୍ତି ଲୋଭରେ ନିଜକୁ ବେଶ୍ୟା ପରିଚୟ ଦେଇଥିଲେ ଏଇ ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ସେ ଥିଲେ ରୂପ ରାଇଜର ରାଣୀ । ୪୦ ବର୍ଷ ଧରି କରିଥିଲେ ବଲିଉଡରେ ରାଜ । କ୍ୟୁଟ କୁଇନଙ୍କ ଜଲୱା ଜଳାଇ ଦେଉଥିଲା ନାମୀ ଦାମୀ ହିରୋଙ୍କ ଦିଲ । ୨୦ରୁ ୮୦ ଦଶକ ଥିଲା ତାଙ୍କ ନାଁରେ । ଆମେ କହୁଛୁ ବଲିଉଡ ଅଭିନେତ୍ରୀ ମାଲା ସିହ୍ନାଙ୍କ କଥା । ଦେଉଥିଲେ ଗୋଟିଏ ପରେ ଗୋଟିଏ ସୁପର ଡୁପର…

ସ୍ୱଳ୍ପ ଗଳ୍ପ : ଲିଙ୍ଗ-ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୨ ସେ । ଯୁଦ୍ଧ କ୍ଷେତ୍ରକୁ ସେ ପ୍ରବେଶ କରିଥିଲେ ଯେମିତି ସେ ଜଣେ ପ୍ରାଚୀନ ନୀଳନଦୀ ଦେଶ ର ରାଣୀ, କ୍ଲିଓପାର୍ଟ୍ରା । ଗୋଟିଏ ସୁବର୍ଣ୍ଣ ହାନ୍ଦୋଳାରେ ସେ ବସିଥାନ୍ତି ଆଉ ତାଙ୍କର ଦେହରେ ଶୋଭାପାଉଥାଏ ସେ ସମୟର ପ୍ରଚଳିତ ଥିବା…

ପାକିସ୍ତାନ ପରେ ଏ ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟରେ, କିଣୁଛନ୍ତି ଅଧକିଲୋ ଚାଉଳ

ନୂଆଦିଲ୍ଲୀ: ପାକିସ୍ତାନ ପରେ ଆଉ ଏକ  ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି । ଏଠାରେ ଖାଦ୍ୟାଭାବର ସାଂଘାତିକ ଅଭାବ ଦେଖା ଦେଇଛି । ମଧ୍ୟ-ପୂର୍ବର ସବୁଠାରୁ ଅଧିକ ଜନବହୁଳ ଦେଶ ମିଶର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ-ପାନୀୟ କିଣିବା ପାଇଁ ଲୋକଙ୍କ ପାଖରେ ସମ୍ବଳର…