Latest Odisha News

BREAKING NEWS

ସାପ ଚାଷର ଗାଁ ଜିସିକ୍ୟୁ

ବିଭିନ୍ନ ପ୍ରକାର ଫସଲ,ଫଳ ଓ ପନିପରିବା ଚାଷ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ସାପ ଚାଷ ବି କରାଯାଇପାରେ, ଏହି ବିଷୟରେ ହୁଏତ କ୍ୱଚିତ୍ ଶୁଣିଥିବେ । ଶୁଣିବାକୁ ଅଦ୍ଭୁତ ମନେ ହେଉଥାଇପାରେ,କିନ୍ତୁ ଏହା ସତ୍ୟ । ଚୀନ୍‌ର ଏକ ଛୋଟ ଗାଁରେ ଏଭଳି ବିଷାକ୍ତ ସାପ ଚାଷ କରାଯାଇଥାଏ ।…

କୋହଳ ହେଲା କନେଷ୍ଟବଳ ନିଯୁକ୍ତି ବୟସ ସୀମା

କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କନେଷ୍ଟବଳ ନିଯୁକ୍ତି ବୟସ ସୀମା କୋହଳ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୨୨ ଡିସେମ୍ବର ୩୦ରେ ୪,୭୯୦ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ନେଇ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନକୁ ନେଇ ଏହା ରାୟ ଦେଇଛନ୍ତି…

ଓଡ଼ିଶାର ଆଉ ୬ଟି ସହରରେ ମିଳିବ ଜିଓ ଟ୍ରୁ 5-G ସେବା

ଭୁବନେଶ୍ୱର: ଜିଓ ଟ୍ରୁ 5-G ସେବା ଦେଶର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦ ସହରରେ ମିଳିବ । ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଏହି ୫୦ ସହର ମଧ୍ୟରେ ରହିଛି ଓଡ଼ିଶାର  ୬ଟି ସହର । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ୟୁଜର୍ସମାନେ 5-G ସେବା ପାଇ…

ରୋହିତ, କୋହଲିଙ୍କୁ ବର୍ଷକର ଶ୍ରେଷ୍ଠ ଦିନିକିଆ ଏକାଦଶରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ପାଇଁ ଟି୨୦ ପରେ ଏବେ ଶ୍ରେଷ୍ଠ ଦିନିକିଆ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳ ନାହିଁ । କେବଳ ଶ୍ରେୟାଶ ଆୟାର ଓ ମହମ୍ମସ ସିରାଜଙ୍କୁ ଏହି ଟିମରେ ସାମିଲ କରାଯାଇଛି ।…

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ…

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ…

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ମହିଳା ମାଓବାଦୀ ଜଣକ ହେଲେ ଉଙ୍ଗା ମାଣ୍ଡଭି ଓରଫ ଅନୀତା ଓ ସହଯୋଗୀ ହେଲେ ମଙ୍ଗଳ ବାଗ । ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ…

ଓଭରସାଇଟ କମିଟି ଗଠନ ନେଇ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରିବା ପରେ ରେସଲରମାନେ ଏବେ ନୂତନ ଭାବେ ଗଠିତ ଓଭରସାଇଟ କମିଟି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ରିଜଭୂଷଣ ଏବଂ କେତେକ ରେସଲରଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସରକାର ଏକ ଓଭରସାଇଟ…

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…

ରାସ୍ତାରେ ଧାନବସ୍ତା ରଖି ଚାଷୀ କଲେ ଆନ୍ଦୋଳନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମଣ୍ଡିରେ ଉପୁଜୁଥିବା ସମସ୍ୟା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଆଜି ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ ଚଳାଇଛନ୍ତି । ମଣ୍ଡିରୁ ଶୀଘ୍ର ଧାନ ନ ଉଠାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।…