Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: ୨ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ବରଗଡ଼: ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ୨ ସ୍ୱାଧୀନପ୍ରାର୍ଥୀଙ୍କର ପ୍ରାର୍ଥପତ୍ର ନାକଚ ହୋଇଛି । ପ୍ରାର୍ଥୀପତ୍ର ଯାଂଚ ବେଳେ ଏହି ଦାଖଲ ହୋଇଥିବା ଦଲିଲରେ ତ୍ରୁଟି ଥିବାରୁ ଦୁଇ ସ୍ୱାଧୀନପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବାତିଲ ହୋଇଛି । ଏହି…

କଲେଜ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା, ଦୃଷ୍ଟାନ୍ତମୂଳକ ଦଣ୍ଡ ଜରୁରୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଘଟଣା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି । ଏଭଳି ଘଟଣାକୁ ବୁଦ୍ଧିଜୀବୀମାନେ ଅକ୍ଷମଣୀୟ ଅପରାଧ କହିବା ସହ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କଲେଜ…

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପର୍ଯ୍ୟବେକ୍ଷକ ପଦରୁ ବିଦାହେଲେ ଆଇଏଏସ ଅଧିକାରୀ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିର୍ବାଚନ ପର୍ଯ୍ୟବେକ୍ଷକ ପଦରୁ ବିଦା ହୋଇଛନ୍ତି ଜଣେ ଆଇଏଏସ ଅଧିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟରେ । ତୁରନ୍ତ ତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ତାଙ୍କୁ…

ମହାରାଷ୍ଟ୍ରରେ କଂଗ୍ରେସ ମେଂଟରୁ ଶିବସେନା ଓହରିଯାଇପାରେ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ରାଜନୀତି ରେ ଝଡ଼ ସୃଷ୍ଟି ହୋଇଛି ।  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କ ବିବୃତ୍ତି ପରେ ଉଦ୍ଧବ ଠାକରେଙ୍କ ଶିବସେନା ଏମଭିଏ ମେଂଟରୁ ଓହରିଯିବାକୁ ଧମକ ଦେଇଛି। ରାହୁଲଙ୍କ…

T20 ବିଶ୍ବକପ ହାରିବା ପରେ ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଟି-20 ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡଠାରୁ ଭାରତ ଲଜ୍ଜାଜନକ ଭାବେ ହାରିବା ପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏକ ନିଷ୍ପତ୍ତି ନେଇ ବିସିସିଆଇ ଚୟନ କମିଟିକୁ ବରଖାସ୍ତ କରିଛି। ପୂର୍ବରୁ ଏଭଳି କେବେ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ବିସିସିଆଇ ଇତିହାସରେ ପ୍ରଥମ…

ଫିଫା ବିଶ୍ୱକପ ଉଦଘାଟନ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ: କତାରରେ ହେବାକୁ ଥିବା ଫିଫା ବିଶ୍ୱକପ ଉଦଘାଟନୀ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର । ୧୮ ନଭେମ୍ବରରେ ବିଶ୍ୱକପର ୨୨ତମ ସଂସ୍କରଣର ଆରମ୍ଭ ହେବ । ଉପ ରାଷ୍ଟ୍ରପତି ୨୦ ଓ ୨୧ ନଭେମ୍ବରରେ କାତାର ଗସ୍ତରେ ଯିବେ । ଏଥିପାଇଁ କାତାରର ଅମୀର ଶେଖ ତାମିମ…

ସାଭରକରଙ୍କୁ ନେଇ ଇନ୍ଦିରା କ’ଣ କହିଥିଲେ, ରାହୁଲଙ୍କୁ ପଢିବାକୁ ଫଡନାଭିସଙ୍କ ପରାମର୍ଶ

ମୁମ୍ବାଇ: ବୀର ସାଭରକରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ତେଜିଛି ମହାରାଷ୍ଟ୍ର ରାଜନୀତି। ବରିଷ୍ଠ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜେଜେମା ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ବୀର ସାଭରକରଙ୍କୁ ନେଇ ଦେଇଥିବା…

ଟ୍ବିଟର କାର୍ଯ୍ୟାଳୟ ବନ୍ଦ, ଅନେକ କର୍ମଚାରୀ ଦେଉଛନ୍ତି ଇସ୍ତଫା

ଓ୍ୱାଶିଂଟନ: ନୂଆ ମାଲିକ ବୋଧହୁଏ ଟ୍ୱିଟରକୁ ଠିକଠାକ ପରିଚାଳନା କରିବାରେ ବିଭିନ୍ନ ଅଡ଼ୁଆର ସାମ୍ନା କରୁଛନ୍ତି। ଟ୍ୱିଟରର ନୂଆ ମାଲିକ ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଟ୍ୱିଟରର ସମସ୍ତ କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି।ଏଲୋନ୍ ମସ୍କ କହିଛନ୍ତି ଯେ ଯେଉଁ…

କଲେଜରେ ନିର୍ବାଚନ ବାତିଲ ନେଇ ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ରହିଛି। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏପରି କହି ସେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଆଗାମୀ ଦିନରେ…

ପୁରୀରେ ଚଳିତ ମାସ ୨୩ ଓ ୨୪ରେ ଆୟୋଜିତ ହେବ କ୍ଷୁଦ୍ର ନିଯୁକ୍ତି ମେଳା

ପୁରୀ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୩ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୪ରେ ପିପିଲି କଲେଜ…