ସଂଗ୍ରାମ ମିଶ୍ରଙ୍କ କବିତା ସଙ୍କଳନ ‘ପ୍ରତିଫଳନ’ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
ଭୁବନେଶ୍ୱର : ଅପୂର୍ବା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ କବି ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ୪ର୍ଥ ଓଡ଼ିଶା ରାଜଧାନୀ ପୁସ୍ତକ ମହୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।
କବି…