ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୯)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତିନିହେଁ ଏକାଠି ବସି ଖାଇବା ଭିତରେ ବିଶ୍ୱାସର ଏକାଧିକ ଚପଳ, ଅବୋଧ ପ୍ରଶ୍ନର ଉର ହସହସ ଚେହେରା ନେଇ ସରୋଜ ଦେଉଥିଲେ । ସରୋଜଙ୍କ ବିଶ୍ୱାସକୁ ଅଧିକ ଉତ୍ସାହୀ କରୁଥିଲା । କିନ୍ତୁ ପଦ୍ମିନୀ ଏ ପରିବେଶଠାରୁ କୋଶ କୋଶ…