ଭାଷା ଭାଗବତ : ଭାଷା ସତର୍କତା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶିକ୍ଷା ଓ ଶାସନ, ସଂସ୍କାର
ବେପାର, ଧର୍ମ ଓ ପ୍ରଚାର
କଳହ, ବିବାଦ, ବିଚାର
ସବୁଠି ଭାଷା ଦରକାର
ପିଲା, ଯୁବକ ଆଉ ବୁଢ଼ା
ସଭିଂକୁ ଭାଷା ପଡ଼େ ଲୋଡ଼ା
ସଂସାରେ ନିର୍ଭାଷୀ ଜୀବନ
ଯାପନ କରେ କେଉଁ ଜନ ?
ଭାଷା ବ୍ୟତୀତ…