କାର ପାର୍କିଂ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ
ଗଜପତି : ପାରଳାଖେମୁଣ୍ଡି ଗୋଲା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏସ୍ ଶ୍ରୀନିବାସ ରାଓ । ମଙ୍ଗଳବାର ସନ୍ଧ୍ୟାରେ ଗୋଲାସାହିରେ ଏକ କାର ପାର୍କିଂକୁ ନେଇ ଦୁଇ…