ସୀମା ନିକଟରେ ୬୦ ହଜାର ମେଗାୱାଟ୍ କ୍ଷମତା ସମ୍ପନ୍ନ ଡ୍ୟାମ୍ ତିଆରି କରୁଛି ଚୀନ; ଭାରତ ପାଇଁ ଚିନ୍ତା ବଢ଼ିଲା
ବେଜିଂ: ଅରୁଣାଚଳ ଦେଇ ପ୍ରବାହିତ ୟାରଲଙ୍ଗ ସାଙ୍ଗପୋ ନଦୀ(ବ୍ରହ୍ମପୁତ୍ରର ଚୀନ ନାଁ) ଉପରେ ୬୦ ହଜାର ମେଗାୱାଟ୍ କ୍ଷମତା ସମ୍ପନ୍ନ ଡ୍ୟାମ୍ ତିଆରି କରୁଛି ଚୀନ। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିପାରେ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅରୁଣାଚଳ ନିକଟସ୍ଥ…