Latest Odisha News

BREAKING NEWS

ଚୀନର ନୂଆ ପ୍ଲାନ: ଆମେରିକାକୁ ଜବାବ ଦେବାକୁ ଜିନପିଙ୍ଗଙ୍କ ସାଉଦୀ ଆରବ ଗସ୍ତ

ନୂଆଦିଲ୍ଲୀ: କିଏ ହେବ ଶକ୍ତିଶାଳୀ ? କାହାର କ୍ଷମତା ହେବ ସବୁଠାରୁ ଅଧିକ ? ଦୁଇ ପ୍ରଭାବଶାଳୀ ଦେଶ ଆମେରିକା-ଚୀନ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା  ବି ବଢିଚାଲିଛି । ତାଇବାନକୁ ନେଇ ହେଉ ବା ଅନ୍ୟ ଯେ କୌଣସି ପ୍ରସଙ୍ଗକୁ ନେଇ ହେଉ, ଦୁଇ ଦେଶ…

ବାକି ଟଙ୍କା ମାଗିବାରୁ ଦୋକାନରେ ଲଗାଇଲେ ନିଆଁ

ମୟୁରଭଞ୍ଜ : କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ବାକି ଟଙ୍କା ମାଗିବାରୁ ଯୁବକଙ୍କ ଉନ୍ମତକାଣ୍ଡ । ସୂଚନା ଅନୁଯାୟୀ ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଥିଲେ । ଆଦିକନ୍ଦଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ସାମଗ୍ରୀ…

‘ସିବିଆଇ ତଦନ୍ତ ଘଟଣାର ପର୍ଦ୍ଦାଫାସ କରିବ’

ଭୁବନେଶ୍ୱର : ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ହାଇପ୍ରୋଫାଇଲ୍ ବ୍ଲାକମେଲ୍ ରାକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି, ନୀରବତା ଭାଙ୍ଗି କହିଛନ୍ତି, ସିବିଆଇ ତଦନ୍ତ ମାମଲାର ପର୍ଦ୍ଦାଫାସ କରିବ । ଏହା ସହିତ ସେ…

ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଲଘୁଚାପ କ୍ଷେତ୍ର, ହୋଇପାରେ ବାତ୍ୟା

ନୂଆଦିଲ୍ଲୀ:ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା  ।  ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ସୃଷ୍ଟି ହୋଇଛି  ଲଘୁଚାପ କ୍ଷେତ୍ର । ଏହା  ଘନିଭୂତ ହୋଇ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ଏମିତି କିଛି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର…

ନ୍ୟୁଡ କଲ ହେଲା କାଳ; ନଦୀକୁ ଡେଇଁ ପଡିଲେ ବ୍ୟାଙ୍କ ଅଧିକାରୀ

ସୁବର୍ଣ୍ଣପୁର: ସାମ୍ନାକୁ ଆସିଲା  ବ୍ୟାଙ୍କ ଅଧିକାରୀ ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । କାହିଁକି ଆତ୍ମହତ୍ୟା କଲେ ଦିବ୍ୟରଞ୍ଜନ ? କ’ଣ ଥିଲା ମଜବୁରୀ ? ଏହାର  ରହସ୍ୟ ଖୋଲିଛି ସୁବର୍ଣ୍ଣପୁର ପୋଲିସ l ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ପଛର କାରଣ ଥିଲା ନ୍ୟୂଡ କଲ l…

୨ଯାଆଁଳା ଭଉଣୀ ପ୍ରେମରେ ଦିଓ୍ୱାନା ହେଲେ ଯୁବକ, ଗୋଟିଏ ବେଦୀରେ ସମ୍ପନ୍ନ ହେଲା ବିବାହ  

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ବିବାହ କଲେ ଦୁଇ ଯାଆଁଳା ଭଉଣୀ  । ଦୁଇ ଭଉଣୀଙ୍କ ହୃଦୟ ଚୋରି କଲେ ଆଇଟି ଇଞ୍ଜିନିୟର ଅତୁଲ । ଜଣେ ଯୁବକଙ୍କୁ ହିଁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି ।  ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ନିଆରା ବାହାଘର …

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ କୁ ଶୁଭାରମ୍ଭ କରିଛନ୍ତି ।  ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲିପ୍ ତିର୍କୀଙ୍କୁ ସେ ଟ୍ରଫି ହସ୍ତାନ୍ତର କରିଛନ୍ତି । ଟ୍ରଫି ଟୁର୍ ର ସଫଳତା ନେଇ ଶୁଭକାମନା ଜଣାଇଛନ୍ତି…

୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ, ୨ଟା ଯାଏଁ ଅଖ ଚକ ଜାମ୍

ଭଦ୍ରକ: ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ଫଳରେ ଅଖ ଚକ ଜାମ୍ ରହିଛି । ସକାଳ ୬ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ସହର ବନ୍ଦ…

ମହାନତା ଦେଖାଇଲେ ବିଧାୟିକା, ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

କୋରାପୁଟ:ଭୋଟ ପରେ ଭୋଟରଙ୍କୁ ଭୁଲଯାନ୍ତି ନେତା । ଭୋଟ ସମୟରେ ଯାହାର ଦ୍ୱାର ସବୁବେଳେ ଖୋଲାଥାଏ ଭୋଟ ଜିତିଲା ପରେ ସେ ଦ୍ୱାର ଭୋଟରଙ୍କ ପାଇଁ ଖୁବ କମ ଖୋଲିଥାଏ । ଏହା ସାଧାରଣତ କଥା । ହେଲେ ଏଠି ଏ କି ବିଡମ୍ବନା ? ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ମହିଳାଙ୍କୁ ବିଧାୟିକା ନିଜେ…

ଅଦ୍ଭୁତ ମରଣ ! ଗୋଟିଏ ଛିଙ୍କରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ମଣିଷ ଜୀବନ କ୍ଷଣିକ ମାତ୍ର । କେତେବେଳେ କାହାର ମୃତ୍ୟୁ ଘଟିବ ତାହା କେହି କେବେ ବିଶ୍ବାସ କରିପାରିବେନି  ।  ମୃତ୍ୟୁର କୌଣସି ସମୟ ନଥାଏ । କଥାରେ ଅଛି ମୃତ୍ୟୁର ସମୟ ଆସିଲେ କାଳ କେତେବେଳେ ଆସି ହାତ ଧରି ଟାଣି ନେବ ତାହା କାହାକୁ ଜଣାନଥାଏ  । ତେବେ ଏଭଳି ମୃତ୍ୟୁର ଜ୍ୱଳନ୍ତ…