Latest Odisha News

BREAKING NEWS

ବିଧାନସଭା ଆସିବେନି ନବୀନ ଓ ୨ ପ୍ରଫୁଲ୍ଲ, ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଭିସିରେ ରହିବେ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ । ଆଗକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ନବୀନଙ୍କ ସହ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ…

ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଲତବି ରହିଲା ବିଧାନସଭା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସନ୍ଧ୍ୟା ୫ଟା ଯାଏ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅଧିବେଶନ ଆରମ୍ଭରେ ଗୃହର ନେତା ମୁଖ୍ୟମନ୍ତ୍ରୀ ୨ ଜଣ ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ଉପନେତା ଏବଂ ୩ ଜଣ ପୂର୍ବତନ…

କୋରାନ ଗାଇ ମନ ଜିଣିଲା କୁନି ଝିଅ

ଥିରୁଅନନ୍ତପୁରମ: ଧର୍ମର ନ ଥାଏ ସୀମା ସରହଦ । ଧର୍ମ ବିଶ୍ୱାସ ପାଇଁ ନ ଥାଏ ଲକ୍ଷ୍ମଣ ରେଖା । ଜଣେ ଅଛନ୍ତି ସର୍ବୋଚ୍ଚ ପାଳନକର୍ତ୍ତା । ସେ ଭଗବାନ..ସେ ଗଡ୍..ସେ ଆଲ୍ଲା.. । ସେ ଏକ, ଅଦ୍ୱିତୀୟ..  । ଧର୍ମକୁ ନେଇ ରକ୍ତର ନଦୀ ବହୁଥିବାବେଳେ  ଛୋଟ ଝିଅଟି ଏଇ ନିଗୁଡ କଥାକୁ ବୁଝାଇ ଦେଇଛି ।…

ଚାଲିଲାନି ଗୋଡ଼, ବିଛଣାରେ ପଡ଼ିରହିଛନ୍ତି ୩ ଭଉଣୀ

ନୂଆପଡ଼ା : ବିଛଣାରେ ପରିବାରର ଖୁସି  । ଶଯ୍ୟାଶାୟୀ ତିନି ବଢ଼ିଲା ଝିଅ । ହ୍ବିଲ ଚେୟାର ହେଉଛି ତାଙ୍କ ସାହା ଭରସା । ବାପା ମା’ଙ୍କ ଆଶା ଥିଲା ଭବିଷ୍ୟତରେ ୩ ଝିଅ ସାହାରା ହୋଇ ସବୁ ଦୁଃଖ ଦୂର କରିଦେବେ  । ହେଲେ ଦଇବ ଦାଉ ସାଜିଲା  । ସୁସ୍ଥ ସବଳ ଥିବା ତିନି ବଢ଼ିଲା ଝିଅ ଯୌବନରେ…

ଅସୀମ ମୁନିର ହେଲେ ପାକିସ୍ତାନର ନୂଆ ସେନା ମୁଖ୍ୟ

ଇସଲାମବାଦ: ପାକିସ୍ତାନ ସେନାମୁଖ୍ୟ ଜେନରାଲ କମର ଜାବେଦ ବାଜୱାଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ନୂଆ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଅସୀମ ମୁନିରଙ୍କୁ ନୂଆ ଆର୍ମୀ ଚିଫ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି…

ମାନସିକ ନିର୍ଯାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ, ପିଏ ଆଣିଲେ ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା: ୨୪ ଜଣ ଏଡିଏମ୍, ୧୬ରୁ ୧୭ ଜିଲ୍ଲାପାଳଙ୍କ ପାଖରେ ମୁଁ କାମ କରିଛି । କିନ୍ତୁ କେବେ ଜିଲ୍ଲାପାଳଙ୍କ ଠାରୁ ଏମିତି ବ୍ୟବହାର ପାଇନି କି କାହାରିକୁ ଏମିତି ନିର୍ଯାତନା ଦେବା ଦେଖିନି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୋଧରେ ତାଙ୍କ ବ୍ୟକ୍ତିଗତ ସହାୟକ (PA)…

ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ…

ମୃତ ସାପକୁ ବାଡ଼ିରେ ଧରିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷକ, ଥାନାରେ ଏତଲା

ବାରିପଦା: ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ । ମନ ଇଚ୍ଛା ପିଟିଲେ ଶିକ୍ଷକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କପ୍ତିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୬ ବର୍ଷର ଶୁଭ…

ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଗୁଜବ ପ୍ରଚାର ନକରିବାକୁ ଝିଅଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡର  ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ  ।  ତାଙ୍କର ସ୍ୱାସ୍ଥ୍ୟାବସ୍ଥା  ଗୁରୁତର ଥିବାରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସ୍କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିକ୍ରମ ଗତ କିଛି ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଝିଅଙ୍କ କହିବାନୁସାରେ,…

୭୦୦୦ କୋଟିରେ ବିସଲେରୀକୁ କିଣିବ ଟାଟା ଗ୍ରୁପ : ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ୟାକେଜ ୱାଟର କମ୍ପାନୀ ବିସଲେରୀକୁ ଟାଟା ଗ୍ରୁପ କିଣିବ । ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନ ଥିଲେ ମଧ୍ୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଟାଟା ଗ୍ରୁପ ଏହାକୁ କିଣିବା ଏକପ୍ରକାର ଚୂଡାନ୍ତ ହୋଇଛି । ଥମସ ଅପ, ଗୋଲ୍ଡ ସ୍ପଟ ଓ ଲିମକାକୁ କୋକା କୋଲାକୁ ବିକ୍ରୀ କରିବାର…