Latest Odisha News

BREAKING NEWS

ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ରେ ଆଜି ଅଖ ଚକ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ କରାଯିବା ନେଇ ସୂଚନା ।ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ…

ଚମକିବ ତ୍ବଚା, ଦିଶିବ ହରିଣୀ ଆଖି ଜାଣନ୍ତୁ ଏହି ଉପାୟ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ତ୍ବଚାର ସୁନ୍ଦରତା ବଢ଼ାଇଥାଏ ଆଖି  । ଆପଣ ଶୀତଦିନେ ଦିଶିବେ ଆହୁରି ସୁନ୍ଦର  । ଆପଣଙ୍କ ସୁନ୍ଦରତା ବଢ଼ାଇବ ଆପଣଙ୍କ ନୀଳ ନୟନ । ଏହି ଉପାୟ ଆପଣେଇଲେ ଶୀତେ ଦିନେ ମଧ୍ୟ ଚମକିବ ଆପଣଙ୍କ ଦୁଇ ନୀଳ ନୟନ । ପ୍ରତ୍ୟେକ ନାରୀ ନିଜ ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ…

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ୧୦ ସଂକଟାପନ୍ନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୩ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କଟକ ଏସସିବି ରେ ଚିକିତ୍ସା କରାଯାଉଛି । ଆହତଙ୍କ  ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ : ନାଗଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଶୀତକାଳୀନ ଅଧିବେଶନକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧରେ ଲଢ଼େଇ ହେବ ।  ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି। ମାମଲାରେ ଇଡି ତଦନ୍ତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମାଆ ଆଜି ଓପାସ କାଲି ବ୍ରତ , ବାର ମାସରେ ତେର ପର୍ବ , ଶ୍ରାଦ୍ଧ ମଉଳା ବିଧି ବିଧାନ, ଯେଉଁ ପର୍ବରେ ସେଇ ପିଠା ଆଜି ଯାଏ ଯେତେ ଅସୁବିଧା ହେଉ ପଛକେ ସବୁ କରି ଆସିଛନ୍ତି । ନିଜେ ଓପାସ ରହି ଅନ୍ୟକୁ ଖୁଏଇବାରେ ତାଙ୍କର ଯେଉଁ…

ଅନୁବାଦ କବିତା : ଦିନ ଶେଷରେ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ପଶ୍ଚିମର ଆକାଶରେ ରକ୍ତ ଗଙ୍ଗା ବୁହାଇ ଦେଇ କୌଣସି ଦୁର୍ଦ୍ଧଶ ଡକାୟତ ପରି ରାସ୍ତାରେ ଯାଉଥିବା ମଣିଷମାନଙ୍କୁ ନାଲି ଆଖି ଦେଖାଇ ଦେଖାଇ ନିଜ ବସାକୁ ଫେରିଗଲା ସୂର୍ଯ୍ୟ । ତାର କିଛି ସମୟ ପରେ ସର ଜମିନ୍ ତଦନ୍ତ କରି ସାରି ଦିନକୁ ରାତି…

ଭାଷା ଭାଗବତ : ବାଣୀ, ଲିପି ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ ପାରିଲେ ସିନା ଚିହ୍ନି ପାରିବ ନିଜେ ଭୁଲ୍‌ ମାନି ! ନ ଜାଣି, ଦେଲେ ଭୁଲ୍‌ କରି ଜାଣିଲେ, ପାରିବ ସୁଧାରି ତୁଂଡରୁ ଖସିଲେ ବଚନ କରିହୁଏନି ସଂଶୋଧନ ଯାହା ବି ଶୁଣିଥାଏ କାନ ଆକ୍ରାଂତ ହୋଇଥାଏ ମନ ପରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅଣସର ସେବା ଚାଲିଛି। ଏହି ଅଣସର ବା ଅନବସର ସେବା ଏକ ଗୁପ୍ତ ସେବା। ଏଥିରେ ଶ୍ରୀଜୀଉମାନଙ୍କର ଅଙ୍ଗସେବାର ଅଧିକାର କେବଳ ଦଇତା ଓ ପତି ସେବକମାନଙ୍କର ଥାଏ। ଏହି…

ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ ପୋର୍ଟାଲ

ଭୁବନେଶ୍ୱର: ବିନା ବୈଧ କାଗଜପତ୍ରରେ ଗାଡ଼ି ଚଳାଇ ପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର ନୂଆ ନିୟମ କରିବାକୁ ଯାଉଛନ୍ତି।ଯାହା ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ। କେଉଁ ଗାଡ଼ି ଗୁଡ଼ିକ ଅବୈଧ ତାହା ଜାଣିବାକୁ ଇ-ଡିଟେକ୍ସନ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ରାସ୍ତାରେ…

ଗୁଜରାଟରେ ବିଜେପିର ବିଜୟ ରଥକୁ ରୋକିପାରିବେ କି କଂଗ୍ରେସ, ଆପ ?

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ବିଜେପି , କଂଗ୍ରେସ, ଆପ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା । ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଛି ବିଜେପି । ଗତ ନିର୍ବାଚନ ଭଳି ଏଥର ମଧ୍ୟ ସରକାର ବିରୋଧୀ ଲହର କିଛି ମାତ୍ରାରେ ରହିଥିବା ରାଜନୀତି ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି । ତେବେ…