Latest Odisha News

BREAKING NEWS

ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ଆସିଲେନି ଅଧିକାଂଶ ମନ୍ତ୍ରୀ, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଅଧିବେଶନର ପ୍ରଥମ ଦିନରେ ଅନେକ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଥିଲେ। ଅଧିବେଶନର ପ୍ରଥମ ଦିନରେ ଶାସକ ବିଜେଡିର ପ୍ରାୟ ଅଧା ସଭ୍ୟ ଅନୁପସ୍ଥିତ ଥିବାରୁ ଗୃହରେ ବହୁତ କମ୍ ସଦସ୍ୟ ଥିବା ଦେଖିବାକୁ ମିଳିଥିଲା।…

ପୁରୁଖା ଆଦିବାସୀ ନେତା ଜର୍ଜ ତିର୍କିଙ୍କର ହେବ ଘର ବାହୁଡା, ଏହି ଦଳରେ ଦେବେ ଯୋଗ

ସୁନ୍ଦରଗଡ଼: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜର୍ଜ ତିର୍କି ଭଳି ପୁରୁଖା ଆଦିବାସୀ ନେତା ତଥା ୪ ଥର ବୀରମିତ୍ରପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏହି ନେତା ଏବେ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଗୁରୁବାର ଏହି ଆଦିବାସୀ ନେତା ସୂଚନା ଦେଇଛନ୍ତି। ବିଜେଡିରେ…

ଜେଲ୍ ଯିବା ବେଳେ ଖଗେଶ୍ବର କ’ଣ ମିଛ କହିଲେ?

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ଦ୍ବାରା ଗିରଫ ହୋଇଛନ୍ତି ବ୍ୟବସାୟୀ ଖଗେଶ୍ବର ପାତ୍ର। ଆଜି ତୃତୀୟ ଥର ପାଇଁ ଇଡ଼ି ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ତେଣୁ ଖଗେଶ୍ୱର ଏବେ ବିଚାରବିଭାଗୀୟ ହେପାଜତକୁ ଯାଇଛନ୍ତି।…

‘ଅର୍ଚ୍ଚନା ନାଗ ଭଳି ଅଯଥା ପ୍ରସଙ୍ଗ ଉଠାଇ ବିଧାନସଭାର ସମୟ ନଷ୍ଟ କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ମାଳ ମାଳ ନେତା ସରକାରୀ ଅଫିସର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବୁଡି ରହିଛନ୍ତି। ଆଉ ଇଡିର ତଦନ୍ତ ଦେଖି ଏବେ ଅନେକ ବଡ ବଡିଆ ଛାନିଆ ହୋଇଛନ୍ତି। ଏହାରି ଭିତରେ ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଛି। ଆର୍ଥିକ…

୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ପାଖାପାଖି ୧୨ ଘଣ୍ଟା ଜେରାର ସାମ୍ନା କରିବା ପରେ ଇଡି ଅଫିସରୁ ବାହାରିଛନ୍ତି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଆଜି…

ବିଜେପି ଜିଲା ସଭାପତିଙ୍କୁ ତହସିଲଦାରଙ୍କ ଅପଶବ୍ଦ ଅଭିଯୋଗରେ ବିକ୍ଷୋଭ

ବ୍ରହ୍ମପୁର:ଗଞ୍ଜାମ ଜିଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ କନିଷି ତହସିଲଦାର ଅପଶଦ୍ଦ କହିବା ପ୍ରତିବାଦରେ ଶତାଧିକ ବିଜେପି କର୍ମୀଙ୍କ ସମେତ ନିଜେ ବିଜେପି ସଭାପତି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶେଷରେ ଦୁଇଟି ଫାଟକରେ…

ଗଲୱାନ ଟୁଇଟ ବିବାଦ: କ୍ଷମା ମାଗିଲେ ରିଚା, ଅକ୍ଷୟ କହିଲେ କୃତଘ୍ନ ହେବା ଠିକ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ସେନା ଏବଂ ଗଲୱାନ ସମ୍ପର୍କୀତ ଟୁଇଟ ନେଇ ଅପଦସ୍ତ ହେବାକୁ ପଡିଛି । ତାଙ୍କର ଏହି ଟୁଇଟ ବିବାଦୀୟ ଏବଂ ଅସନ୍ତୋଷ ସୃଷ୍ଟି କରିବାରୁ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଯଦି ମୋର କୌଣସି ଟୁଇଟ ଆପଣମାନଙ୍କୁ ଆଘାତ ଦେଇଛି ତାହାହେଲେ ମୁଁ…

ଗେହଲୋଟ କହିଲେ ପାଇଲଟ ଗଦ୍ଦାର, ମୁଖ୍ୟମନ୍ତ୍ରୀ କିପରି ହେବେ?

ଜୟପୁର:  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଉ ଏକ ସପ୍ତାହ ପରେ ରାଜସ୍ଥାନରେ ହେବ । ତେବେ ତାହା ପୂର୍ବରୁ ରାଜସ୍ଥାନରେ କ୍ଷମତା କନ୍ଦଳ ପୁଣି ଜୋର ଧରିଲାଣି । କଂଗ୍ରେସରେ ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ବିବାଦ ପୁଣି ଜାତୀୟ ରାଜନୀତିରେ ଚର୍ଚାର ବିଷୟ ହୋଇଛି । …

ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ଉଠାଇଲେ ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦ ମଧ୍ୟକୁ ଏକୁଟିଆ ମହିଳାଙ୍କ ପ୍ରବେଶ ଉପରେ ଗୁରୁବାର ଏହାର ମ୍ୟାନେଜମେଂଟ କମିଟି କଟକଣା ଲଗାଇଥିଲେ । ତେବେ ଏହି ନିଷ୍ପତିକୁ ତୀବ୍ର ବିରୋଧ ହୋଇଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏ ନେଇ ଜାମା ମସଜିଦ କମିଟି ସହ ଆଲୋଚନା କରିଥିଲେ । ଏହା ପରେ ଶାହି ଇମାମ…

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ…