Latest Odisha News

BREAKING NEWS

ହଠାତ ଅସୁସ୍ଥ ଅନୁଭବ କଲେ ବଲିଉଡ ଆକ୍ଟର କମଲ ହାସନ; ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡର ବରିଷ୍ଠ ଅଭିନେତା କମଲ ହାସନ ଅସୁସ୍ଥ ।  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କମଲ ହାସନ ।  ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏକ ପ୍ରାଇଭେଟ ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ୨୩ ନଭେମ୍ୱରରେ କମଲଙ୍କୁ ଜ୍ୱର…

୨ଟି ମ୍ୟାଚ ପାଇଁ ନିଲମ୍ବିତ ହେଲେ କ୍ରିଷ୍ଟିଆନ ରୋନାଲ୍ଡୋ

ଦୋହା: ପର୍ତୁଗାଲର ଓ ମାଚେଂଷ୍ଟର ୟୁନାଇଟେଡର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଆସୋସିଏଶନ ଦ୍ୱାରା ସସପେଣ୍ଡ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ ୯ରେ ରୋନାଲ୍ଡୋଙ୍କ ଟିମ ୦-୧ରେ ଏଭର୍ଟନ ନିକଟରୁ ହାରି ଯାଇଥିଲେ । ପଡିଆରୁ ବାହାରକୁ ଆସୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ଭିଡିଓ…

ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ ଓ ଡିଲେଶ୍ୱର ରଣାଙ୍କୁ ଦେବଗିରି ଯୁବ ସମ୍ମାନ

ଭବାନୀପାଟଣା : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ, ଲେଖକ, ଅଭିନେତା, ଗୀତିକାର, କଣ୍ଠଶିଳ୍ପୀ, ଉପସ୍ଥାପକ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ଏ ବର୍ଷର ମର୍ଯ୍ୟାଦାଜନକ 'ଦେବଗିରି ସମ୍ମାନ' ଏବଂ…

ଧୂଳିରେ ମିଶିଲା ଧୂନି ମନ୍ଦିର.. ଖୋଲା ଆକାଶ ତଳେ କାନ୍ଦୁଛନ୍ତି କୌପୁନିଧାରୀ ସାଧୁ

ଢେଙ୍କାନାଳ: ସଂସାର ଛାଡ଼ି ଭଗବାନଙ୍କ ଶରଣ ପଶିଥିଲେ । ହେଲେ ସରକାର ସବୁ ଛଡେଇନେଲେ । ଏବେ ଖୋଲା ଆକାଶ ତଳେ କୌପିନଧାରୀ ବାବା । କୁଆଡେ ଯିବେ ? କେଉଁଠି ରହିବେ ? ଚିନ୍ତା କରୁଛନ୍ତି ସିନା ସମାଧାନର ବାଟ ପାଉନାହାନ୍ତି । ଆରାଧନା ପୀଠର ଧ୍ୱଂସାବଶେଷକୁ ଦେଖି ଆଖିରୁ ଲୁହ ଗଡ଼ାଉଛନ୍ତି ।…

ଜିଲ୍ଲାସ୍ତରରେ ‘ଦମନ’ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଦେବେ ଟଙ୍କା

ଭୁବନେଶ୍ୱର: ମାଲେରିଆ ସହ ଉପାନ୍ତ ଅଞ୍ଚଳର ଲଢ଼େଇକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦମନ’ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀଙ୍କ…

ଏମିତି ବି ଆସେ ମୃତ୍ୟୁ, ସଂକୀର୍ତ୍ତନରେ ଘଣ୍ଟ ପିଟୁଥିବା ବେଳେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର : ମଣିଷ ଜୀବନ  ପାଣି ଫୋଟକା ସଦୃଶ  । ଜୀବନରେ କେତେବେଳେ କେଉଁ ରୂପରେ ମୃତ୍ୟୁ ଆସିବ କେହି ଜାଣନ୍ତିନି । ତେଣୁ ସେ ବା କେମିତି ଜାଣିବେ ?  ସଂକୀର୍ତ୍ତନ ଗାଉ ଗାଉ ଏମିତି ତାଙ୍କର ଜୀବନ ଚାଲିଯିବ ବୋଲି ସେ କେମିତି ବା ଭାବିବେ ? ହୁଏତ ଭାଗବନାଙ୍କ ସହ ତାଙ୍କର ଥିଲା ଭିନ୍ନ…

ଜୀବନ ମୃତ୍ୟୁର ଅନ୍ତିମ ନିଷ୍ପତ୍ତି ଭଗବାନଙ୍କର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା ।…

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି । ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ…

ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶୀତ ଦାଉରୁ ରକ୍ଷାପାଇବେ ମହାପ୍ରଭୁ । ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହେବାର ପରମ୍ପରା ରହିଛି ।…

ପଦ୍ମପୁରରୁ ଟିଟିଲାଗଡ଼ ଡେଇଁଲା ଜିଲ୍ଲା ମାନ୍ୟତା ଦାବି, ବିଜେଡି ପାଇଁ ଆଣିପାରେ ସମସ୍ୟା!

ଟିଟିଲାଗଡ଼: ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ…