ସ୍ୱଳ୍ପ ଗଳ୍ପ : ନବବର୍ଷ ଓ ଖଣ୍ଡ ଛେନା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୦
ନବବର୍ଷ । ପ୍ରଥମ ଜାନୁଆରୀ ୧୮୦୨ ଖ୍ରୀଷ୍ଟାବ୍ଦ।
ସେଦିନ ଯୁକ୍ତରାଜ୍ୟ ଆମେରିକାର ମହାମହିମ ରାଷ୍ଟ୍ରପତି ନିଜର ଡାଏରୀରେ ଏହା ଲିପିବଦ୍ଧ କରିଥିଲେ," ଆଜି ଦିନରେ ଏଠାରେ ଏକ ବିଶାଳ ଛେନା ଖଣ୍ଡ ଆସି ପହଞ୍ଚିଗଲା । ଏହା ଗୋଟିଏ…