Latest Odisha News

BREAKING NEWS

ଶିବସେନାରେ ବିଦ୍ରୋହ କରି ଏମଭିଏ ସରକାର ଭାଙ୍ଗି ପ୍ରତିଶୋଧ ନେଇଛି: ଫଡ଼ନାଭିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବଡ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାମା ଟିଭିକୁ ସାକ୍ଷାତକାର ଦେଇ ସ୍ବୀକାର କରିଛନ୍ତି ଯେ, ଜୁନ ମାସରେ ଶିବସେନାରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାପଛରେ ସେ ହିଁ ଥିଲେ। ଏପରି କରି ସେ ପ୍ରତିଶୋଧ…

ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି-ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ ।  ଓଡିଆ ଭାଷା ଓ…

ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

ଇଡି ଅଫିସରୁ ନଅ ଘଣ୍ଟାର ଜେରା ପରେ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ବେଆଇନ ଖଣି ଦୁର୍ନୀତି ମାମଲାରେ ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ଜେରା ନେଇ ଅନେକବାର ନୋଟିସ ପରେ ସେ ଜେରାପାଇଁ ରାଜି ହୋଇଥିଲେ । ଏହି ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ…

୧୦୮କୁ ୧୦ ମାସରେ ୫ ଲକ୍ଷ ଫେକ୍ କଲ୍, ପ୍ରକୃତ ବ୍ୟକ୍ତି ପାଇ ପାରୁନାହାନ୍ତି ସେବା

ଭୁବନେଶ୍ୱର: ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ହେଉଛି ଏକ ମାଗଣା ଟେଲିଫୋନ୍ ନମ୍ବର। ବର୍ତ୍ତମାନ ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୮ ସେବା କାମ କରୁଛି। ହେଲେ ଏହି ଜରୁରୀକାଳୀନ ସେବା ପ୍ରଦାନ କରିବାରେ ଏବେ ଅନେକ ସମସ୍ୟା ଉପୁଜିଛି। ଏକ ରିପୋର୍ଟ…

ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ମୁକ୍ତି ମାମଲାରେ ରିଭ୍ୟୁ ପିଟିସନ ଦାଏର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ଦେଶରେ ଚର୍ଚା ଲାଗିରହିଥିବା ବେଳେ ଏବେ ଏହି ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଛନ୍ତି । ଏହି ମାମଲାରେ ଆଇନଗତ ତ୍ରୁଟି ରହିଥିବା କହିଛନ୍ତି କେନ୍ଦ୍ର ସରକାର । …

ପୁଣି ସାବରକରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ରାହୁଲ ଗାନ୍ଧୀ

ମୁମ୍ବାଇ : ଭାରତ ଯୋଡୋ ଯାତ୍ରାରେ ପୁଣି ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୀର ସାବରକରଙ୍କ ଏକ ଚିଠି କୁ ଦେଖାଇ ସେ ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଦିନେ ସାବରକର ଇଂରେଜମାନଙ୍କ ସେବକ ବୋଲି ଚିଠିରେ ଲେଖିଥିଲେ । ଏପରିକି ସାବରକର…

ଇଡି ଖୋଜୁଛି ଅର୍ଚ୍ଚନା ନାଗର ଫୋର୍ଡ ଏଣ୍ଡେଓଭର କାର

ଭୁବନେଶ୍ୱର: ଇଡି ଖୋଜୁଛି ଫୋର୍ଡ ଏଣ୍ଡେଓଭର କାର । ଯାହା ଅର୍ଚ୍ଚନା ନାଗ ଉପହାର ସ୍ବରୂପ ପାଇଥିଲା ଏବଂ ନଗଦ ଟଙ୍କା ଦେଇ ଏହି ଦାମୀ ଏସୟୁଭି କାର କିଣା ହୋଇଥିବା ସୂଚନା ରହିଛି। ଗିରଫ ହୋଇ ଜେଲରେ ଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସତ୍ୟବିହାର ଘରେ ନିକଟରେ ଇଡି ରେଡ୍ କରି ନାଲି…

ପଶ୍ଚିମବଙ୍ଗକୁ ମିଳିଲେ ନୂଆ ରାଜ୍ୟପାଳ, ନିରାଶ ହେଲେ ନକଭୀ?

ନୂଆଦିଲ୍ଲୀ: ଡକ୍ଚର ସି.ଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେବେ। ସିଭି ଆନନ୍ଦ ବୋଷଙ୍କୁ ଗୁରୁବାର ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେବା ପରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମଣିପୁର…

ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟିର ସଂଯୋଜକ ଥିଲେ ଛାତ୍ରୀଙ୍କୁ ଅସଦାଚରଣର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏସଂପର୍କିତ ଭିଡ଼ିଓ ଭାଇରାଲ୍‌ ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ତେବେ ଏହାର ଭିତରେ ଆଉ ଏକ ସାଂଘଂତିକ ତଥ୍ୟ…