Latest Odisha News

BREAKING NEWS

ବାହା ହେବାକୁ ଏପରି ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିଜ ବାହାଘର ନେଇ ନିରବ ରହୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଶୀତ ଦିନେ ବିନା ଜ୍ୟାକେଟରେ ଚାଲି ଚାଲି ଭାରତ ଯୋଡ ଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ କଂଗ୍ରେସ ସଭାପତି। ଏହି ଭାରତ ଯୋଡ ଯାତ୍ରା ବେଳେ ଏକ ସାକ୍ଷାତକାର ଦେଇ ସେ…

ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି ଯେ ଭାରତରେ ଯଦି ଚୀନ୍ ପରି କରୋନା ଲହର ଆସେ ତାହେଲେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା କମ୍…

ନେତାଙ୍କ ରୋଡ ଶୋ’ ବେଳେ ଦଳାଚକଟା, ୮ ଜଣଙ୍କର ମୃତ୍ୟୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାନ୍ଦୁକୁର ଠାରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ଶୋ' ସମୟରେ ଅଣାୟତ ଭିଡରୁ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନେକ ଆହତ ହୋଇଛନ୍ତି।…

ହକି ବିଶ୍ୱକପ: ଆନ୍ଥେମ ସଙ୍ଗୀତର ନିର୍ଦ୍ଦେଶନା ଦେଲେ ପ୍ରେମ ଆନନ୍ଦ, ଗୀତ ଗାଇଛନ୍ତି ସୁଖବିନ୍ଦର ସିଂହ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ପାଇଁ ଏକ ଆନ୍ଥେମ ସଙ୍ଗୀତ ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, 'ଫିର ଗୁଞ୍ଜ ଉଠେ ଶଙ୍ଖନାଦ'। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍ୱତନ୍ତ୍ର ଗୀତରେ ଓଡ଼ିଶା ସଙ୍ଗୀତର…

ପରକୀୟା ପ୍ରୀତି; ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଛି। ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଉଭୟଙ୍କୁ ଅଟକ ରଖିଛି। ପଚରାଉଚରା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଠାରୁ ବୋମକେଇ…

ଏହି ଗ୍ରାମରେ ଘରୁ ଘରୁ ବାହାରନ୍ତି କ୍ରିମିନାଲ

ପାଟନା: ବିହାରରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତିଘରୁ କ୍ରିମିନାଲ ବାହାରିବେ । ବିଶେଷ କରି ଚୋରୀ, ଡକାଏତ ଓ ଛିନତାଇର ଆସାମୀ ହେବା ବୋଧହୁଏ ଏମାନଙ୍କ ପାଇଁ ଗର୍ବର ବିଷୟ । କଟିହାର ଜିଲ୍ଲାର କୋଢ଼ା ଅଂଚଳରେ ଜୁରାବଗଂଜ ନାମକ ଏକ ବସ୍ତି ଅଛି । ଏହି ବସ୍ତରେ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀ…

ଜଗତସିଂହପୁର‌‌‌‌‌‌‌‌ରେ RBI ଲୋକପାଳ ଅଫିସ ପକ୍ଷରୁ ଟାଉନ୍ ହଲ୍ କାର୍ଯ୍ୟକ୍ରମ

ଜଗତସିଂହପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ ଦ୍ୱାରା ଜଗତସିଂହପୁର‌‌‌‌‌‌‌‌ ‌‌‌‌ରେ ବ୍ୟାଙ୍କ ଗ୍ରାହକ ମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ(Ombudsman) ପଙ୍କଜ କୁମାର ନାୟକ…

ପିପରଫ୍ରାଏ ପକ୍ଷରୁ କଟକରେ ନୂତନ ଷ୍ଟୁଡିଓର ଶୁଭାରମ୍ଭ

କଟକ: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂସ୍ପେସ୍‌ରେ ଏହାର ଓମ୍‌ନି ଚ୍ୟାନେଲ୍‌ ଗ୍ରାହକ ସଂପୃକ୍ତିକୁ ସୁଦୃଢ଼ କରିବା ଓ ସ୍ୱତନ୍ତ୍ର…

ନୂଆ ରୂପରେ ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ, କାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ପାଇବ ନୂଆ ରୂପ । ବିଶ୍ୱସ୍ତରୀୟ ଷ୍ଟେସନ ହେବ ଭୁବନେଶ୍ୱର । ଆସନ୍ତାକାଲି ଗୁରୁବାର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ…

ଫୁଲ ଔର କାଂଟେର ରିମେକ ନେଇ ଅଜୟ ଆଗ୍ରହୀ

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ଅଜୟ ଦେବଗାନ ଓ ମଧୂଙ୍କ ପଦାର୍ପଣ ଫିଲ୍ମ ଫୁଲ ଔର କାଂଟେ ସେ ସମୟରେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପରେ ଅଜୟ ଘରେ ଘରେ ଏକ ପରିଚିତ ନାମ ହୋଇ ଯାଇଥିଲେ । ଏବେ ଏହାର ରିମେକ କରିବା ନେଇ ଅଜୟ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ…