Latest Odisha News

BREAKING NEWS

ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ହୋମୱାର୍କ ନକରି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଆଗରୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଓଡ଼ିଶା ଚାଷୀଙ୍କ…

ନଭେମ୍ବର ୩୦ରୁ ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ, ପ୍ରତି ମଣ୍ଡିରେ ଲାଗିବ CCTV

ନୂଆପଡ଼ା: ଖରିଫ ଧାନ କିଣା ନେଇ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ୍ ଧାନ ସଂଗ୍ରହ କରାଯିହ । ଖରିଫ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ଜିଲ୍ଲାରେ ୪୧ ହଜାର ୬୦୭ ଚାଷୀ ପଞ୍ଜୀକୃତ…

ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର : ମହାବିରୋଡ଼ ଜନପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ନିଯୁକ୍ତି ଏବଂ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପାଇଁ…

ଆଇପିଏଲରୁ ଅବସର ନେଲେ ପୋଲାର୍ଡ, ମୁମ୍ବାଇର ହେବେ ବ୍ୟାଟିଂ କୋଚ

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସେ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ । ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରିଥିଲା । ଏହା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସେ ମୁମ୍ବାଇର ବ୍ୟାଟିଂ…

ପ୍ରେମିକା ହେବା ପାଇଁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ : ପ୍ରେମ ଚିରନ୍ତନ ଶାଶ୍ବତ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ । ତେବେ ଆମେ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଛନ୍ତି । ହେଲେ ଏଭଳି ଏକ ପ୍ରେମ କାହାଣୀ ଆମ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ତାଜୁବ୍‌ ହୋଇଯିବେ । ଆପଣ କେବେ ଶୁଣିଛନ୍ତି କି ଜଣେ ଝିଅ କାହାର…

କାଲି ବଙ୍ଗୋପସାଗରରେ ଲଘୁଚାପ, ୨ ଦିନ ବିଭିନ୍ନ ଜିଲ୍ଲାରେ ଦେଖାଯିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଆକଳନ…

ଜ୍ୟାକଲିନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପଟିୟାଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ୨ ଲକ୍ଷ ଟଙ୍କା ପର୍ସନାଲ ବଣ୍ଡ ଓ ସ୍ୟୁରେଟି ବଣ୍ଡ ଉପରେ ଜାମିନ ଦେଇଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ…

ବାଲିରେ ବିଶ୍ବ ନେତାଙ୍କ ଆଗରେ ମୋଦିଙ୍କ ଦବଦବା, କଟକ ବାଲିଯାତ୍ରାକୁ କଲେ ପ୍ରଶଂସା

ବାଲି : ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବଦବା ଦେଖିବାକୁ ମିଳିଛି । ଏସବୁ ଭିତରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ଼ କଥା ହେଲା ଇଣ୍ଡୋନେସିଆ ସହ ଭାରତର ନିବିଡ ସମ୍ବନ୍ଧ କଥା ମନେ…

ନବରଙ୍ଗପୁରରୁ ଭାୟା ବୈଶିଙ୍ଗା ଦେଇ ରାଜସ୍ଥାନରୁ ଚଳାଉଥିଲେ ରାକେଟ୍, ଟାର୍ଗେଟରେ ଥିଲା ୪ ରାଜ୍ୟ

ଭୁବନେଶ୍ୱର: ୨ ଜଣ ସାଇବର ଅଭିଯୁକ୍ତ, ୪ ରାଜ୍ୟରେ କରୁଥିଲେ ଅନଲାଇନ୍ ଲୁଟ୍ । ଏମାନଙ୍କ ଟାର୍ଗେଟରେ ଥିଲା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ । ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ରାଜସ୍ଥାନ ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଅଲୱରର ରାମଗଡ଼ରୁ ଗିରଫ କରିଛି । ଗିରଫ ୨…

ବାଲିରେ ପ୍ରବାସୀଙ୍କୁ ବାଲିଯାତ୍ରା କଥା କହିଲେ ମୋଦୀ

ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା…