Latest Odisha News

BREAKING NEWS

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଭଞ୍ଜନଗର ଜଳସେଚନ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ନୁ ଚରଣ ସାହୁଙ୍କ ଘରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଯନ୍ତ୍ରୀ ସାହୁ ବାଘୁଆ ଜଳସେଚନ ପ୍ରକଳ୍ପରେ କାର୍ଯ କରୁଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି। ଓଡିଶା…

ପାର୍ବଣରେ ରେଳ ଯାତ୍ରୀଙ୍କୁ ଝଟକା, ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ଚେନ୍ନାଇ: ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ। ଦକ୍ଷିଣ ରେଳବାଇ ଚେନ୍ନାଇ ଡିଭିଜନ୍ ପ୍ଲାଟଫର୍ମ ଟିକେଟ୍ ଭଡା ଏବେ ବୃଦ୍ଧି ପାଇଛି । ଦକ୍ଷିଣ ରେଳବାଇର ଚେନ୍ନାଇ ଡିଭିଜନ୍ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟ୍…

ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଜେ ପି ନଡ୍ଡା

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି । ଜେ ପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ…

ଆସୁଛି ଲଘୁଚାପ, ଆଜିଠୁ ପୁଣି ବର୍ଷା

ଭୁବନେଶ୍ୱର : ଆସୁଛି ଲଘୁଚାପ । ଆଜିଠୁ ପୁଣି ବର୍ଷା ଛେଚିବ । ଆସନ୍ତାକଲି ପ୍ରବଳ ବର୍ଷିବ  । ପୂଜା ମାହୋଲକୁ ଏଥର ଭିଜାଇବ ବର୍ଷା। ଆଜି ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।…

ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କଲେ ମେନ୍ଦିରତା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି ମେନ୍ଦିରତା । ବନ୍ଧୁକଚାଳକ ଭୋ‌ବନେଶ ମେନ୍ଦିରତା ପ୍ରଥମ ଭାରତୀୟ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି ।  କ୍ରୋଏସିଆ‌େର ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ସଟ୍‌ଗନ ବିଶ୍ବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀକ୍ଷେତ୍ରରେ ବିରାଜମାନ କରିଥିବା ଏବଂ ପ୍ରଭୁଙ୍କର ହିସାବ ରକ୍ଷକ ଭାବରେ ଖ୍ୟାତ ଶ୍ରୀଜମେଶ୍ୱର ମହାଦେବଙ୍କ ବିଜେ ସ୍ଥଳିର ଠିକ ଦକ୍ଷିଣ ପଶ୍ଚିମ କୋଣରେ…

ଭାଷା ଭାଗବତ : ଅବିବେକୀ ତୁଂଡ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଖି ଦୁଇଟି ମୂକ ସାକ୍ଷୀ ମୁହଁରେ ରହିଛଂତି ଲାଖି ଉଭୟେ ବାକ୍‌ଶକ୍ତି ବିହୀନ ଦେଖୁଥାଆଂତି ଦୃଶ୍ୟମାନ ମୁଂଡର ଦୁଇ ପାଖେ କାନ ଶୁଣଂତି ଅସରା ବଚନ କିଛି ପାରଂତିନାହିଁ କହି ଥାଆଂତି ମୂକ ହୋଇ ରହି କେବଳ ଅବିବେକୀ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ କହିବେ କୁହନ୍ତୁ ନା , ଆସ୍ଥା ଗମ୍ଭୀର ସ୍ୱର ରେ ଉତ୍ତର ଦେଲା ! ମୁଁ କହିଦେଲେ କଣ ଆପଣ ମୋ କଥାକୁ ଏତେ ସହଜରେ ବିଶ୍ୱାସ କରିଯିବେ ନା କଣ ,ସାଗର ଦୃଢ଼ତାର ସହିତ ଉତ୍ତର ଦେଲା ?" କେମିତି ଭାବୁଛନ୍ତି ଯେ ମୁଁ ଏତେ ସହଜ…

କବିତା : ଆସ ମାଆ

ଚନ୍ଦ୍ରଶେଖର ପଣ୍ଡା  ଥରଟିଏ ମା' ସରଗ ରାଇଜୁ ଏ ଧରାକୁ ଯେବେ ଆସନ୍ତ । କେମିତି ଚାଲିଛି ତୁମଗଢା ଧରା ଦେଖିକି ଚକିତ ହୁଅନ୍ତ । କେତେ ଆଦରରେ ମଣିଷ ଗଢ଼ିଲ ପ୍ରାଣୀ ମଧ୍ୟେ ସାର କରି ବୁଦ୍ଧି ବିବେକ ତା ମୁଣ୍ଡେ ଭରିଥିଲ ସଂସାର ହସିବ ବୋଲି । ସବୁକିଛି ଆଜି ହଜିତ ଗଲାଣି ତୋ…

ମା’ ସ୍କନ୍ଦମାତା

ନବରାତ୍ରର ନବସ୍ୱରୂପର ପଞ୍ଚମ ରୂପ 'ମା' ସ୍କନ୍ଦମାତା'ଶାରଦୀୟ ନବରାତ୍ରର ପଞ୍ଚମ ସ୍ୱରୂପରେ ମା' ସ୍କନ୍ଦମାତାଙ୍କର ଆରାଧନା କରାଯାଏ । ମା' ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ମା'ଙ୍କର ଏହି ସ୍ୱରୂପକୁ ସ୍କନ୍ଦମାତା ଭାବରେ ଅବିହିତ କରାଯାଏ । ମାନ୍ୟତା ରହିଛି ଯେ ବିଧିବିଧାନର…