Latest Odisha News

BREAKING NEWS

ଜିଆରଏସ୍‌ଙ୍କ ଆକ୍ରମଣରେ ବିଜେଡ଼ି କର୍ମୀ ଲହୁଲୁହାଣ

ବ୍ରହ୍ମପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବିବାଦ ପିଛା ଛାଡୁନାହିଁ। ଗୁରୁବାର ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କ ଆକ୍ରମଣରେ ଜଣେ ବିଜେଡ଼ି କର୍ମୀ ଲହୁଲୁହାଣ ହୋଇଯାଇଛନ୍ତି। ବିଜେଡି କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁକୁରଙ୍କୁ ବାନ୍ଧିବା ଘଟଣା; ୪ଜଣଙ୍କୁ ନିଲମ୍ବନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ପରିସରରେ ୧୨ଟି କୁକୁରର ଗୋଡ଼ ଓ ମୁହଁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ପିଅନ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କୁ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ…

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଚର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲେବରକାର୍ଡ ପେମେଣ୍ଟ ପାଇଁ ୧୬ହଜାର ଟଙ୍କା ନେବା ସମୟରେ…

କୋଭିଡ୍ ଫଣ୍ଡ ଟଙ୍କା ହେରଫେର୍ ଅଭିଯୋଗରେ ବିଡିଓ ନିଲମ୍ବିତ

ନବରଙ୍ଗପୁର: କୋଭିଡ୍ ସମୟରେ ସରକାରୀ ଅନୁଦାନକୁ ହେରଫେର୍ କରି ନିଲମ୍ବିତ ହୋଇଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ବିଡିଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହାରେ କୋଭିଡ୍ ପାଇଁ ବାହାରୁ ଫେରୁଥିବା ପ୍ରବାସୀଙ୍କ ଚିକିତ୍ସା ଓ ଖାଇବା ଲାଗି ୪୨…

ୟୁକ୍ରେନର ୪ ଅଂଚଳକୁ ବିଲୟ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ରୁଷର ପ୍ରସ୍ତୁତି

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ୟୁରୋପ ଦେଶଙ୍କ ସହାୟତାରେ ୟୁକ୍ରେନ ତାଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ରୁଷ ସହ ୭ ମାସ ଧରି ଲଢ଼େଇ ଜାରୀ ରଖିଛି । ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି…

୨୪ ପୂର୍ବରୁ ରାଜଧାନୀରେ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ୨୦୨୪ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଥିବା ବେଳେ ଭୁବନେଶ୍ୱରରେ ଶାସକ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନତା ମଇଦାନରେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ…

ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

ମୁକେଶ ଅମ୍ବାନୀଙ୍କୁ ଏଥର ଜେଡ ପ୍ଲସ ସୁରକ୍ଷା

ମୁମ୍ବାଇ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି । ଏବେ ସେ ଜେଡ ବଦଳରେ ଜେଡ ପ୍ଲସ ସୁରକ୍ଷା ପାଇବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୋଇନ୍ଦା ବିଭାଗ ରିପୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପଦକ୍ଷେପ…

ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପ ଟିମରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଯଶ୍ରପୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ବୁମରାହ ପିଠି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହେବାକୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି । ପିିଠି ସମସ୍ୟା ଯୋଗୁ…

ଏହି ୩ଟି ଉପାୟରେ ଦୂର ହୋଇଯିବ ମୁହଁରେ ଡବଲ ଚିନ୍ ସମସ୍ୟା

ବ୍ୟକ୍ତିଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ପରିବର୍ତ୍ତନ ଆସେ। କାହାର ଓଜନ ବୃଦ୍ଧି ହୁଏ ତ ଆଉ କାହାର ତ୍ୱଚାରେ ରିଙ୍କଲ ଆସିଯାଏ। ଆଜିର ସମୟରେ ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ନିୟମିତ ଏକ୍ସରସାଇଜ୍ କରି କିଛି ଲୋକ ପତଳା ମଧ୍ୟ ହୋଇଯାଆନ୍ତି। କିନ୍ତୁ ତ୍ୱଚାର…