Latest Odisha News

BREAKING NEWS

ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ଆହୁରି ନିବିଡ଼ କରିବେ କିପରି?

ଓଡିଶା ସମ୍ବାଦ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର ଓ ସେମାନଙ୍କ ପ୍ରେମ ଚିରସ୍ଥାୟୀ। ପ୍ରେମ ହେଉଛି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ମଧ୍ୟ ତାହା କମ ପଡିଯାଏ। ଅନ୍ୟପକ୍ଷରେ ଯେତେବେଳେ ଏକ ସମ୍ପର୍କ ମଜବୁତ ହୁଏ ସେତେବେଳେ ଜୀବନରେ ଅନେକ ଆନନ୍ଦ ମିଳେ। ଯେମିତି…

ଆଘାତ ସୃଷ୍ଟି କରୁଛି ବ୍ୟାଘାତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ…

ଘରଭଙ୍ଗା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ନନ୍ଦନକାନନ ଏକ୍ସପ୍ରେସର ଫାଷ୍ଟକ୍ଲାସ୍ ବଗିରେ ଆଟେଣ୍ଡାଣ୍ଟ ଭାବେ କାମ କରୁଛନ୍ତି ସାହୁ ବାବୁ। ତାଙ୍କ ପୂରା ନାଁ ସନାତନ ସାହୁ। କେହି କେହି ତାଙ୍କୁ ସନା ବାବୁ ବୋଲି ଡାକନ୍ତି ତ ଆଉ କିଏ ସାହୁ ବାବୁ।…

ପୁଣି ଜଣେ ମଡେଲଙ୍କ ଆତ୍ମହତ୍ୟା

ମୁମ୍ବାଇ: ବିଗତ କିଛି ମାସ ହେବ ମଡେଲଙ୍କ ଆତ୍ମହତ୍ୟା ଖବର କ୍ରମାଗତ ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ମଡେଲ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ୪୦ ବର୍ଷିୟା ମଡେଲ ଜଣଙ୍କ ଗୁରୁବାର ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ହୋଟେଲରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।…

ବୁମରାହଙ୍କ ସ୍ଥାନରେ ସାମିଲ ହେଲେ ସିରାଜ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଆଜି ଭାରତୀୟ ଦଳରେ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି । ବିସିସିଆଇ ଚୟନ କମିଟି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଆଘାତ ସମସ୍ୟା ଯୋଗୁ ବୁମରାହ ଓହରି ଯାଇଛନ୍ତି । ଦକ୍ଷିଣ ଆଫ୍ରିକା…

HSRP ଲଗାଇବା ଅବଧିକୁ ମାସେ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ

କଟକ: HSRP ଲଗାଇବା ଅବଧି ବଢ଼ିବ । ଭିତ୍ତିଭୂମି ନଥାଇ HSRP ଲଗାଇବା ସମୟସୀମାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଅବଧି ମାସେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ସରକାର ହାଇକୋର୍ଟରେ ପ୍ରସ୍ତାବ ଦେଇଛନ୍ତି । ଏନେଇ ଆଜି ବିଜ୍ଞପ୍ତି…

ମାତ୍ର ୧୯୯୦ ଟଙ୍କାରେ କିଣିପାରିବେ ବ୍ଲୁଟୁଥ୍ କଲିଂ ସ୍ମାର୍ଟୱାଚ୍

ଓଡିଶା ସମ୍ବାଦ ବ୍ୟୁରୋ: କନଜ୍ୟୁମର ସ୍ମାର୍ଟ ୱେୟାରବଲ ନିର୍ମାଣ କରୁଥିବା ବ୍ରାଣ୍ଡ ସଟ୍ (Sott) ଏହାର ନୂତନ ସ୍ମାର୍ଟ ୱାଚକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୨ ବିକ୍ରିରେ ଏକ ନୂତନ ସ୍ମାର୍ଟୱାଚ୍ Armor 007 ଲଞ୍ଚ କରିଛି। ନୂତନ ଆର୍ମର୍…

ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଜାତୀୟ ପୁରସ୍କାରକୁ ଓଡ଼ିଆ ସିନେମା ସାମ୍ବାଦିକତା ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ

ନୂଆ ଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ୨୦୨୦ ବର୍ଷ ପାଇଁ ୬୮ ତମ ଚଳଚ୍ଚିତ୍ର ଓ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ପ୍ରକାଶକ ବନୋଜ ତ୍ରିପାଠୀ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ କାଲି ପାଇଁ 'କାଲି' ର ପୁସ୍ତକ ପାଇଁ…

ଲଞ୍ଚ ପୂର୍ବରୁ ଅନଲାଇନରେ ଲିକ୍ ହେଲା ଜିଓଫୋନ ୫ଜିର ସ୍ପେସିଫିକେସନ

ଓଡିଶା ସମ୍ବାଦ ବ୍ୟୁରୋ: ଜିଓ ସ୍ମାର୍ଟଫୋନ ୫ଜି ବିଷୟରେ ଅନେକ ମାସ ଧରି କ୍ରମାଗତ ବିଭିନ୍ନ ପ୍ରକାରର ସୂଚନା ମିଳୁଛି। ତଥାପି ଏବେ ପର୍ଯ୍ୟନ୍ତ ଜିଓଫୋନ ୫ଜି ଲଞ୍ଚ ସମ୍ପର୍କିତ କୌଣସି ଆନୁଷ୍ଠାନିକ ଭାବେ ଘଷୋଣା କରାଯାଇନାହିଁ। କିନ୍ତୁ ବର୍ତ୍ତମାନ ୫ଜି ଫୋନର ସ୍ପେସିଫିକେସନ ଅନଲାଇନରେ ଲିକ୍…