କଂଗ୍ରେସ ସଭାପତି ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ଶେଷ ଦିନ
ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ନିର୍ବାଚନ ଲଢିବା ନିମନ୍ତେ ସାଂସଦ ଶଶୀ ଥରୁର ଓ ଦିଗ୍ବିଜୟ ସିଂହ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟମାନେ ନେଇଥିବା ପ୍ରାର୍ଥିପତ୍ର ସଂଗ୍ରହ କରି ରଖିଥିବାବେଳେ ଆଜି…