ପାକ ଲ୍ୟାବରେ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ଚୀନ ବୈଜ୍ଞାନିକ !
ନୂଆଦିଲ୍ଲୀ: ଉହାନ ଲ୍ୟାବରୁ କରୋନା ମହାମାରୀ ଭାଇରସ ଲିକ ହୋଇଥିବା କଳଙ୍କରୁ ମୁକ୍ତି ପାଇ ନ ଥିବା ଚୀନ ନାମରେ ଆଉ ଏକ ମାରାତ୍ମକ ଅଭିଯୋଗ ଆସିଛି । ଚୀନ ବୈଜ୍ଞାନିକମାନେ ପାକିସ୍ତାନର ରାୱଲପିଣ୍ଡି ଲ୍ୟାବରେ ଆଉ ଏକ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି ।…