ଭାରତର ରୋମାଂଚକର ବିଜୟ, ସିରିଜ ହାତେଇଲା ଟିମ ଇଣ୍ଡିଆ
ହାଇଦ୍ରାବାଦ: ରୋମାଞ୍ଚକର ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍ରେ ହରାଇଛି ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଭାରତ ୨-୧ରେ ଜିତି ନେଇଛି।
https://twitter.com/BCCI/status/1574097853877583872?s=20&t=_TJaqjBJ77D4fN4J4UU2Qw…