ଧାମନଗର ଉପନିର୍ବାଚନ: ୪ର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ
ଧାମନଗର: ଧାମନଗର ଭୋଟ୍ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସେ ୩୨୬୧ ଭୋଟରେ ଆଗୁଆ ଅଛନ୍ତି ।
ତାଙ୍କୁ ୧୮,୧୮୧ , ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୧୪୯୨୦, କଂଗ୍ରେସ ପ୍ରାର୍ଥୀ ବାବା…