Latest Odisha News

BREAKING NEWS

ଦେଶର ଶ୍ରେଷ୍ଠ ସ୍କୁଲ ମଧ୍ୟରେ ଓଡ଼ିଶାର ଉଭୟ ସରକାରୀ ଏବଂ ଘରୋଇ ସ୍କୁଲ

ଭୁବନେଶ୍ୱର: ଏଜୁକେସନ୍ ଓ୍ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ (ଇଡବ୍ଲୁଆଇଏସ୍ଆର୍) ୨୦୨୨-୨୩ର ବିଭିନ୍ନ ବର୍ଗରେ ରାଜ୍ୟର ୩ଟି ସ୍କୁଲ ଶ୍ରେଷ୍ଠ ୧୦ଟି ସ୍କୁଲ ମଧ୍ୟରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏହି ସ୍କୁଲ ବର୍ଗରେ ଜାତୀୟସ୍ତରରେ ପ୍ରଥମ ସ୍ଥାନ…

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷ ନାଁ ଘୋଷଣା, ଜାଣନ୍ତୁ କିଏ କେଉଁଠୁ ?

ଭୁବନେଶ୍ୱର: ରାଜ୍ୟ ସରକାର ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ମନ୍ତ୍ରୀ ଏବଂ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୯ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି ।…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ସରକାରୀ ଓ୍ୱେବସାଇଟରେ ରାଜ୍ୟର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ ଅଳ୍ପ ଟିକିଏ କମିଛି। ୨୦୨୧ ଡିସେମ୍ବର…

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ…

ଶରୀରକୁ ସୁସ୍ଥ ରଖେ ପାନ ପତ୍ର

ପାନ ସମସ୍ତେ ଖାଇବାକୁ ଭଲପାଆନ୍ତି। ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ପାନ। ପାନକୁ ସର୍ବୋତ୍ତମ ମାଉଥ ଫ୍ରେସନର ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟରେ ପାନ ପତ୍ରର ପ୍ରୟୋଗ ହୁଏ। ଲୋକେ ଖାଦ୍ୟ ଖାଇବା ପରେ ପାନ ସେବନ କରନ୍ତି। କାରଣ ପାଟିକୁ…

ବଜାରରେ ବିକ୍ରି ହେଉଛି ସାଓମିର ନକଲି ସାମଗ୍ରୀ, ୯୦୦୦ ସାମଗ୍ରୀ ଜବତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅଧିକାଂଶ ଲୋକ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ପ୍ଲାଟଫର୍ମ ନକଲି ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଏଥିପ୍ରତି ଆପଣଙ୍କୁ ସତର୍କ ରହିବା ଉଚିତ୍। ବର୍ତ୍ତମାନ ଅନଲାଇନରେ ସେଲ୍ ଏବଂ ଅଫର୍ ଚାଲିଛି। ଏଥିରେ ମୋବାଇଲ ଫୋନ ଡିସକାଉଣ୍ଟରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର…

କର୍ମଫଳ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବୁଢ଼ୀ ମାଆଟା ସେଦିନ ଦୁଆର ମୁହଁରେ ଠିଆ ହୋଇ ଭୋ ଭୋ କାନ୍ଦୁଥିଲା। ନିଜ ପଣତରେ ନିଜ ଆଖିରୁ ବହି ଯାଉଥିବା ଲୁହକୁ ପୋଛୁଥିଲା। କିନ୍ତୁ କାହାକୁ କିଛି କହୁନଥିଲା ସେ। କେବଳ ମଝିରେ ମଝିରେ ତଳେ ବସୁଧା ଉପରେ ଧର୍ମ ଦେବତାକୁ ସାକ୍ଷୀ…

ଦେଶର ସର୍ବକନିଷ୍ଠ ଧନୀ ତାଲିକାରେ ୧୯ ବର୍ଷୀୟ କୈବଲ୍ୟ ଭୋରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଏକ ନମ୍ବର ଧନୀ ବ୍ୟକ୍ତିଙ୍କ ଆଇଆଇଏଫଏଲ ୱେଲଥ୍ ହୁରୁନ୍ ୨୦୨୨ ତାଲିକା ପ୍ରକାଶ ପାଇଛି। ଏଥିରେ ଦ୍ରୁତତମ ବାଣିଜ୍ୟ କମ୍ପାନୀ ଜିପଟୋ'ର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ସର୍ବକନିଷ୍ଠ ଧନୀ ଟିନଏଜର (କିଶୋର) ସ୍ଥାନ ହସଲ କରିଛନ୍ତି। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ…

ଭାଷା ଭାଗବତ : ଯୁକ୍ତି ଓ ପ୍ରଯୁକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଥିଲା ଗୋଟିଏ ଧନୀ ତ୍ପଲା କାହାଠୁଁ କିଛି ନ ଶିଖିଲା ବାପକୁ ବାଧିତ୍ନ ଏ କଥା କରିତ୍ନ ଆଉ ବେଶି ଚିଂତା ଏବେ ରହୁଛି ଘରେ ବତ୍ସ ଧନ ରଖିଛି ବୋଲି ଖୁତ୍ସ * ଖି ଥି ଧି ଧାରାରେ ତ୍ନ ତ୍ପ ତ୍ମ ନୁହେ କି ସତରେ ନି ପି ମି ?…