Latest Odisha News

BREAKING NEWS

ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେଲେ ସମାଜରେ ସମାନତା ଆସିବ

ଭୁବନେଶ୍ୱର:  ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେଲେ ସମାଜରେ ସମାନତା ଆସିପାରିବ । ରାଜ୍ୟ ଅତିଥି ଭବନରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ  ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଡକ୍ଟର ଅଠାୱଲେ କହିଥିଲେ ଯେ…

ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ଦେହାନ୍ତ !

ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଦେହାନ୍ତ। ଗୋଆରେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହେବାରୁ ତାଙ୍କର ଦେହାନ୍ତ ହୋଇଛି। ସୋନାଲି ଫୋଗାଟ ଜଣେ ଟିକଟକ ଷ୍ଟାର ଭାବେ ଜଣାଶୁଣା। ସୋନାଲି ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନ ବେଳେ ​​ବିଜେପିରେ ସାମିିଲ…

‘ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ଚାହାଁନ୍ତି ଦଳୀୟ କର୍ମୀ’

ନୂଆଦିଲ୍ଲୀ: ଆସନ୍ତା ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ହେବ ।  କଂଗ୍ରେସର ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବାକୁ ଲବି କରୁଛନ୍ତି । ଏହି ଗୋଷ୍ଠୀର ନେତୃତ୍ୱ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନେଉଛନ୍ତି । ସେ କହିଛନ୍ତି ‘ରାହୁଲ ଗାନ୍ଧୀ ଅଧ୍ୟକ୍ଷ…

ମାଟି କାନ୍ଥପଡ଼ି ପୁଅ, ଝିଅ ମୃତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ କାନ୍ଥ ପଡ଼ି ଚାଲିଗଲା ଦୁଇ ପିଲାଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।  ମୃତ ଦୁଇଜଣ ପିଲା  ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ…

ଆଜି ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ବେଶ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ସଂଧ୍ୟା ଧୂପ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହେବ ।  ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀମନ୍ଦିରରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ହେବାର ବିଧି ରହିଛି । ଏହି ଅବସରରେ ମହାପ୍ରଭୁ କାଳୀୟ ଦଳନ ବେଶରେ ଦର୍ଶନ ଦେବେ । କନାରେ…

ଜେଏନୟୁରେ ପୁଣି ହଙ୍ଗାମା

ନୂଆଦିଲ୍ଲୀ:  ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପୁଣି ହିଂସା ।  ଛାତ୍ରବୃତ୍ତି ବିଳମ୍ଭ  ନେଇ ଧାରଣା ଦେଇଥିବା ବେଳେ ଏପରି ମାଡପିଟ ହୋଇଥିବା ଦେଖିବାକୁ ମିଳିଛି ।  ଏବିଭିପି ସମର୍ଥିତ ଛାତ୍ରମାନେ ଫେଲୋସିପ୍ ମୁକ୍ତ ନକରିବାରୁ ଜେଏନୟୁରେ ଅର୍ଥ ଅଧିକାରୀଙ୍କୁ ପ୍ରଶ୍ନ ପଚାରିବା ସହ …

ସନ୍ଦୀଗ୍ଧ ଗେରୁଆ ବସ୍ତ୍ରଧାରୀଙ୍କୁ ଅଟକ ରଖିଲା ପୋଲିସ

ବ୍ରହ୍ମପୁର: ଗେରୁଆ ବସ୍ତ୍ର ପିନ୍ଧା ଭିକ୍ଷାବୃତ୍ତି କରୁଥିଲେ, କିନ୍ତୁ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଦେଖି ଚିହ୍ନି ପାରିଲେନି । ଏଭଳି ୭ ଜଣ ସନ୍ଦୀଗ୍ଧଙ୍କୁ ଧରି ନିର୍ଧୁମ ଛେଚିଛନ୍ତି ସ୍ଥାନୀୟ ଲୋକେ । ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପୋଲିସ ସେମାନଙ୍କୁ…

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ: ବାଧାପ୍ରାପ୍ତ ହେଲା ଟ୍ରେନ ସେବା

ଭୁବନେଶ୍ୱର: ଭୁବନେଶ୍ବର ଷ୍ଟେସନ ପରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଧାରଣା ତଳକୁ ଖସିଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଖସିଥିବାରୁ କିଛି ସମୟ ପାଇଁ ଟ୍ରେନ ସେବା ବ୍ୟାହତ ହୋଇଛି ।   ମାଲବାହୀ ଟ୍ରେନର ମୋଟ ୫ଟି ବଗି ଲାଇନ ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଫଳରେ ୨ଟି…

୨୦୨୩ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ

ପୁରୁଷ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ । 2023 ରେ ଅନୁଷ୍ଠିତ ହେବ ହକି ବିଶ୍ବକପ୍ । ସେନେଇ ରାଜ୍ୟ ସରକାର ଆଲୋଚନା କରିଛନ୍ତି ।  କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପୂର୍ବ ସଂସ୍କରଣଠାରୁ ଏଥର ଆହୁରି ବଡ ଭାବେ…

ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ଟୁକୁନି ସାହୁ  ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି ସମୀକ୍ଷା କରିଛନ୍ତି  ।  ରାଜ୍ୟରେ ସୁବର୍ଣ୍ଣରେଖା, ବୈତରଣୀ,ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳ ପ୍ରବାହ ସହ  …