Latest Odisha News

BREAKING NEWS

ଅଠୱାଲେଙ୍କ ଆହ୍ୱାନ ପରେ ଜୟନାରାୟଣଙ୍କ ପ୍ରତିକ୍ରିୟା : ବିଜେପି ନବୀନଙ୍କୁ ଗ୍ରହଣ କରିବ ନାହିଁ

ଭୁବନେଶ୍ୱର: ଏନଡିଏରେ ସାମିଲ ପାଇଁ ବିଜେଡିକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ । ରାମଦାସଙ୍କ ଆହ୍ୱାନ ପରେ  ରାଜ୍ୟରେ ରାଜନୀତି ଜୋରଧରିଛି  ।ଏହି ପ୍ରସଙ୍ଗରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଜୟନାରାୟଣ  କହିଛନ୍ତି ଅଠୱାଲେ ବିଜେପିର…

ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ଓ କମିଶନରଙ୍କ ଆଲୋଚନା

କଟକ: କଟକ ମହାନଗର ନିଗମ ସମ୍ଳିଳନୀ କକ୍ଷରେ ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ସୁବାଷ ସିଂହ ଓ କମିଶନର ନିଖିଳ ପବନ କଲ୍ୟାଣ ସିଡିଏ ଅଞ୍ଚଳରସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ  । ଆଜି ପ୍ରଥମଥର ପାଇଁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କ ଆହ୍ବାନ କ୍ରମେ ସିଡିଏ…

ଜେଏନୟୁ କୁଳପତି ଶାନ୍ତିଶ୍ରୀଙ୍କ ଅଶାନ୍ତି ସୃଷ୍ଟିକାରୀ ବୟାନ: କୌଣସି ଦେବତା ବ୍ରାହ୍ମଣ ନୁହନ୍ତି

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର କୁଳପତି ଶାନ୍ତିଶ୍ରୀ ଧୂଲପଡ଼ି ପଣ୍ଡିତଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଦିଲ୍ଲୀର ଏକ ସେମିନାରରେ "ଡ଼ ବି.ଆର. ଆମ୍ବେଦକର ଥଟ ଅନ ଜେଣ୍ଡର ଜଷ୍ଟିସ: ଡିକୋଡିଂ ଦି ୟୁନିଫର୍ମ ସିଭିଲ କୋଡ଼" ଶୀର୍ଷକରେ ଭଗବାନ ଶିବ…

ଏସିଆ କପ୍ ପୂର୍ବରୁ ଭାରତକୁ ଝଟକା, ରାହୁଲ୍ ଦ୍ରାବିଡ଼ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ସେ ଏସିଆ କପ୍ ପାଇଁ ଯିବେ କି ନାହିଁ ତାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଦଳ ଆଜି ୟୁଏଇ ଅଭିମୁଖେ ବାହାରିବ ।…

ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଏନଡିରେ ସାମିଲ ହେବା ଉଚିତ ବୋଲି କହିଥିଲେ। ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ସଂସଦରେ ସମର୍ଥନ କରୁଛି ବିଜେଡି । ଏପରି ସ୍ଥିତିରେ ରାଜ୍ୟରେ ଦୁଇ ଦଳ ଦିଲ୍ଲୀରେ…

ଆସୁଛି ୫ଜି: ଡିଜିଟାଲ ହେବ ଭାରତ, କିନ୍ତୁ ଓଡ଼ିଶାକୁ ମିଳିବନି ସେବା

ଭୁବନେଶ୍ୱର: ଦେଶରେ ୫ଜିର ଯୁଗ ଆରମ୍ଭ ହେବାକୁ ଯାଉଛି । ଡିଜିଟାଲ ହେବ ଭାରତ  । ସେଥି ପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ବିକ୍ରୀ କରିସାରିଛନ୍ତି । ଅଗଷ୍ଟ ମାସ ଶେଷ ସୁଦ୍ଧା ଜିଓ, ଭୋଡାଫୋନ୍ କିମ୍ବା ଏୟାରଟେଲ ୫ଜି ସେବା ଲଞ୍ଚ କରିପାରନ୍ତି। ଅଗଷ୍ଟ ମାସରେ ୫ଜି ସେବା ଲଞ୍ଚ କରିବାକୁ…

କେଉଁ କାରଣ ପାଇଁ ବଜାରରେ ଇ-ସ୍କୁଟରର ଚାହିଦା ବଢୁନି?

ନୂଆଦିଲ୍ଲୀ:  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବେଳେ ଇ-ବାଇକ ବା ବିଦ୍ୟୁତ ଚାଳିତ ଗାଡିର ଚାହିଦା ବଢ଼ିବା କଥା। କିନ୍ତୁ ଏବେ ଏହି ଗାଡିର ଚାହିଦା ସେଭଳି ବଢୁ ନାହିଁ ଯେଉଁଭଳି ଆଶା କରାଯାଉଥିଲା। ଏକ ସର୍ଭେ ଅନୁଯାୟୀ ଆସନ୍ତା ୬ ମାସରେ ଯେଉଁମାନେ ଗାଡି କିଣିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ…

ଲାଞ୍ଚ ନେଇ ଧରା ପଡ଼ିଲେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ । ଜଣେ ପୂର୍ବତନ ଏଲ୍ଏଲବି ଛାତ୍ରଙ୍କ ସାର୍ଟିଫିକେଟ୍ ଦେବା ପାଇଁ ଲାଞ୍ଚ ନେବା ବେଳେ ମୁଖ୍ୟ କିରାଣି ଉତ୍ତମ ରାଉତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛାତ୍ର ଜଣଙ୍କୁ ସାର୍ଟିଫିକେଟ୍…

ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପି ନେତା ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂ ପୁଣି ଥରେ ଅଡୁଆରେ। ମୁସଲିମ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହାପରେ ହାଇଦ୍ରାବାଦ ପୋଲିସ ଆଜି ସକାଳେ ତାଙ୍କୁ ଗିରଫ କରିଛି। ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା…

ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।…