Latest Odisha News

BREAKING NEWS

ଜିମ୍ବାୱେକୁ 13 ରନରେ ହରାଇଲା ଭାରତ

ଜିମ୍ବାୱେ କୁ ଶେଷ ଏକଦିବସୀୟ ମ୍ୟାଚରେ 13ରନରେ ପରାସ୍ତ କରିଛି ଇଣ୍ଡିଆ । ଶୁଭମାନ ଗିଲଙ୍କ ଶତକ ବଳରେ ଭାରତ ନିର୍ଦ୍ଦାରିତ ଓଭରରେ ୮ ଓ୍ବିକେଟ ହରାଇ ୨୮୯ ରନ କରିଥିଲା ଜବାବରେ ଶେଷ ଓଭରରେ 276 ରନ କରି ଅଲ ଆଉଟ ହୋଇଯାଇଥିଲା ଜିମ୍ବାଓ୍ବେ । ପୂର୍ବରୁ ଦୁଇଟି ଯାକ ଦିନିକିଆ ଜିତିଥିବା ଭାରତ…

ସେପ୍ଟେମ୍ବର ୨ରେ ନୌସେନାରେ ସାମିଲ ହେବ ଆଇଏସି ବିକ୍ରାନ୍ତ

ନୂଆଦିଲ୍ଲୀ:ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବିମାନ ବାହକ ଜାହାଜ ଆଇଏସି ବିକ୍ରାନ୍ତ ସେପ୍ଟମ୍ବର ୨ରେ ନୌସେନାରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିଧିବଦ୍ଧ ଭାବେ ସାମିଲ କରାଇବେ । ୨୦ ହଜାର କୋଟିରେ ଏହି ଯୁଦ୍ଧ ଜାହାଜକୁ କୋଚିନ ସିପୟାର୍ଡ…

ଏଥର ଦୁର୍ଗା ପୂଜା ପାଇଁ ମମତା ବଢ଼ାଇଲେ ଅନୁଦାନ, ମିଳିବ ୬୦ ହଜାର ଟଙ୍କା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଗା ପୂଜା ଭେଟି। ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ପ୍ରତି ମଣ୍ଡପକୁ ୬୦ ହଜାର ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁର୍ଗା ପୂଜା ଆୟୋଜକଙ୍କ ପାଇଁ ସେ ଏହି ଘୋଷଣା କରିଛନ୍ତି।…

ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ, ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ସକାଳ ୮ ଟା ପରିବର୍ତ୍ତେ ୧ ଘଣ୍ଟା ଡେରିରେ ସକାଳ ୯ ଟା ରେ ଡାକ୍ତରଖାନା ଖୋଲୁଥିବା ଅଭିଯୋଗ କରିଛନ୍ତି ତେଜେଶ୍ବର…

୨୪ ଅଗଷ୍ଟରେ ରିଲିଜ ହେବ ଲାଇଗରର ହିନ୍ଦୀ ଭର୍ସନ

ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ୨୫ ଅଗଷ୍ଟରେ ସବୁ ସ୍ଥାନରେ ରିଲିଜ ହେବ । ତେବେ ସୋମବାର ଏହାର ହିନ୍ଦୀ ଭର୍ସନ ରିଲିଜ ନେଇ ତାଜା ଅପଡେଟ ଆସିଛି । ସେନ୍ସର ବୋର୍ଡରୁ ୟୁ/ଏ ସାର୍ଟିଫିକେଟ ପାଇବା ପରେ ମେକର୍ସ ୨୪ ଅଗଷ୍ଟରେ ହିନ୍ଦର ଭର୍ସନକୁ ରିଲିଜ କରିବା ପାଇଁ…

ଅଣ୍ଟାଏ ପାଣିରେ ଭରା ନଈରେ ଶବ ପାର କରୁଛନ୍ତି ଗ୍ରାମବାସୀ

ରାୟଗଡ଼ା:  କମ୍ପାନୀ ମାଡ଼ି ବସିଛି ମଶାଣି ଭୂଇଁ  । ଜୀବନ କୁ ବାଜି ଲଗେଇ ଅଣ୍ଟାଏ ପାଣିରେ ଭରା ନଈରେ ଶବ ପାର କରୁଛନ୍ତି ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ କେତେବେଳେ ଅନାହାର ତ ପୁଣି କେତେବେଳେ ହଇଜା ସହ ଲଢି ଜୀବନ…

ଅଣକଶ୍ମୀରଙ୍କୁ ଭୋଟ ଦେବାକୁ ବିରୋଧ କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନେ ଭୋଟର ଲିଷ୍ଟରେ ପରିବର୍ତ୍ତନକୁ ବିରୋଧ କରିଛନ୍ତି । ବିରୋଧୀଦଳମାନେ କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ଏକାଠି ହୋଇ ଆଲାଚନା କରିଥିଲା । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ…

ଚନ୍ଦକା ଅଞ୍ଚଳରୁ ଲୁଟେରା ଗିରଫ; ୫ଲକ୍ଷ ଟଙ୍କା ଏବଂ ୧୪୮ ଗ୍ରାମ ସୁନା ଜବତ

ଭୁବନେଶ୍ୱର: ରବିବାର ଚନ୍ଦକା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ୍ ଧରା ପଡ଼ିଛନ୍ତି। ସ୍ପେଶାଲ ସ୍କ୍ୱାର୍ଡ ଏବଂ ଚନ୍ଦକା ଥାନାର ମିଳିତ ଉଦ୍ୟମରେ ଚଢାଉ କରାଯାଇ ଅଭିଯୁକ୍ତ ସହିତ ଚୋରୀ ସାମଗ୍ରୀକୁ କିଣୁଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ଲକ୍ଷ ଟଙ୍କା ଏବଂ ୧୬୦…

ଆଞ୍ଚଳିକ ନାୟକଙ୍କ ନାମରେ ନାମିତ ହେବ ଏମ୍ସ 

ନୂଆଦିଲ୍ଲୀ:  ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଓ ଏୈତିହାସିକ ଘଟଣାର ସ୍ମାରକିଙ୍କ ନାମରେ ଦେଶର ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସ ନାମକରଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସର୍ମ୍ପକରେ ପରାମର୍ଶ ଲୋଡିବା ପରେ ଅଧିକାଂଶ…

ଭିଜିଲାନ୍ସ ଜାଲରେ ଓ୍ୱାର୍ଡ ଅଫିସର; ୧୫ ହଜାର ନେଇ ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ…