ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୫
ଜୟ ଜଗନ୍ନାଥ,ଓଁ ନମୋ ଭଗବତେ ବାସୁଦେବାୟ ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ (ଅବତାରୀ ପୁରୁଷ )ଙ୍କ ସପ୍ତମ ଅବତାର ପ୍ରଭୂ ଶ୍ରୀରାମଙ୍କୁ ଯଦି କେବଳ ଯୁଗାବତାର ବୋଲି ବିବେଚନା କରିବା, ତେବେ ସେ ତ୍ରେତୟା ଯୁଗର ଅନ୍ତର୍ଭୁକ୍ତ ହେବେ । ଏହି…