ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଉଛି ସେନା: ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର: ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଶ୍ରୀନଗରରେ ପୁଣି ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଶ୍ରୀନଗର ଜିଲ୍ଲାର ନୌଗାମ୍ ଅଞ୍ଚରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର୍ରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆର୍ମି ଏବଂ ପୋଲିସ ପକ୍ଷରୁ ଶ୍ରୀନଗରର…