ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି ଏବେ ଅଲୋଡ଼ା
କୋରାପୁଟ: ପରିଚୟ ହଜାଇବାକୁ ବସିଲାଣି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି । ଦିନ ଥିଲା ଦେଶ ସ୍ୱାଧୀନରେ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରମୁଖ ଭୁମିକା ଗ୍ରହଣ କରିଥିଲା । ଏବେ ଏହି ଐତିହାସିକ ସ୍ଥଳି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା । ସ୍ବାଧୀନତା ସଂଗ୍ରାମ ପାଇଁ ଯେଉଁମାନେ…