Latest Odisha News

BREAKING NEWS

ନ୍ୟାଶା ଦେବଗନ ଏବଂ ବନ୍ଧୁମାନଙ୍କ ସହ ପାର୍ଟି କଲେ ଆର୍ଯ୍ୟାନ୍ ଖାନ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ନ୍ୟାସା ଦେବଗାନଙ୍କ ବନ୍ଧୁ ଓରହାନ ଅବତରମାଣି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରାୟତଃ ଫୋ ଏବଂ ଭିଡିଓ ସେୟାର କରନ୍ତି। ପାର୍ଟି କରିବା ସମୟରେ ସେ ସେଲିବ୍ରିଟିମାନଙ୍କ ସହିତ ଫଟୋ ସେୟାର୍ କରନ୍ତି। ନିକଟରେ ସେ ରବିବାର ଦିନ ନିର୍ମାତା-ଲେଖକ ଅମୃତ ପାଲ ବିନ୍ଦ୍ରାଙ୍କ ଦିପାବଳୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ମଧ୍ୟରେ ମୂଖ୍ୟ ଆକର୍ଷଣ ଭାବେ ଆମ ଆଗରେ ଉଭା ହୋଇଛନ୍ତି ପ୍ରଭୂ "ପତିତପାବନ "। ନିଜକୁ ପତିତ ସଜାଇ ଆମେମାନେ ଭକ୍ତି ନିବେଦନ କରି…

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ…

ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ: ରୋହିତ

ସିଡ୍‌ନି:  ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍‌ସ ବିପକ୍ଷରେ ସହଜ ବିଜୟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି ।…

ଋଷକୁ ଅସ୍ତ୍ର ପଠାଉଛି ଇରାନ, ଆମେରିକା ଦେଲା ଚେତାବନୀ

ଓ୍ବାଶିଂଟନ:  ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷକୁ ଡ୍ରାେନ ସହ ଅନେକ ଅସ୍ତ୍ର ପଠାଉଛି ଇରାନ । ଇରାନ ଜନସାଧାରଣ ଦେଶରେ ହିଜାବକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ ୟୁକ୍ରେନ ଲୋକଙ୍କୁ ମାରିବା ପାଇଁ ଇରାନ ଋଷକୁ ଅସ୍ତ୍ରଶସ୍ତ୍ର ପଠାଉଛି ବୋଲି ଆମେରିକା କହିଛି ।…

ମିଲ୍ ବଦଳରେ ଫଳ: ଅସନ୍ତୋଷ ପ୍ରକାଶ କଲା ଟିମ୍ ଇଣ୍ଡିଆ, ଜବାବ ରଖିଲା ଆଇସିସି

ସିଡନୀ: ଟି -୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ପାଇଁ ସିଡନୀରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ନେଟରେ ଅଭ୍ୟାସ କରି ଫେରିବା ପରେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଥଣ୍ଡା ଏବଂ ଅଧା ଖାଦ୍ୟ ପରସା ଯାଇଥିଲା। କିଛି ଖେଳାଳି ଫଳ ଖାଇଥିଲେ ଆଉ କିଛି ମିଲ୍ ଆବଶ୍ୟକତା କରି ହୋଟେଲେ ଯାଇ ଖାଇଥିଲେ। ଏହାକୁ ନେଇ…

ବୋହୂକୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ

ଭୁବନେଶ୍ୱର: ବୋହୂକୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ। ସୋମବାର ରାତିରେ ଭୁବନେଶ୍ୱରର କଳିଙ୍ଗ ବିହାର-9ରେ ଜଣେ ବୋହୂ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଝିଅର ବାପ ଘର ଲୋକେ ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ପରେ ବୁଧବାର ବୋହୂର ଶାଶୂକୁ ପୋଲିସକୁ…

ଏଟି ଚିଟଫଣ୍ଡ ଠକେଇ ମାମଲାରେ ବଢ଼ିଲା ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଅଡୁଆ

କଟକ: ଅର୍ଥତତ୍ବ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ଆବେଦନ ଖାରଜ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରାନଯାଉ ବୋଲି ଆବେଦନ କରିଥିଲେ। ହେଲେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ…

ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଗିରଫ

କଟକ: ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ନକଲି ବ୍ଲଡ ପ୍ରେସର ଔଷଧ ବିକ୍ରି ଘଟଣାରେ କମିଶନରେଟ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିବା ପରେ ଏହି ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି। କଟକ ନୟାସଡ଼କ ଓ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟ ଶିବ…

ଧାମନଗର ଉପନିର୍ବାଚନ: ଟଙ୍କା ବାଣ୍ଟୁଥିବା ଦୁଇ ମହିଳାଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ହେଳେ ଦୁଇ ମହିଳ ନଗଦ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁଇଜଣ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ବଣ୍ଟା…