ଯୁକ୍ରେନର ‘ଡର୍ଟି ବୋମା’କୁ ନେଇ ଚିନ୍ତାରେ ରୁଷ, ରାଜନାଥଙ୍କ ସହ କଥା ହେଲେ ପୁଟିନଙ୍କ ମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ। ରୁଷ ଉପରେ ୟୁକ୍ରେନ 'ଡର୍ଟି ବୋମା' ପକାଇପାରେ ବୋଲି ଆଶଙ୍କା କରିଛି ମସ୍କୋ। ଏହି ରେଡିଓଆକ୍ଟିଭ ବୋମାର ସୁଦୂର ପ୍ରଭାବ ରହିଥିବାରୁ ଚିନ୍ତାରେ ରୁଷ…