Latest Odisha News

BREAKING NEWS

ଧାମନଗରରେ ଟଙ୍କା ବାଣ୍ଟିବା ପ୍ରସଙ୍ଗ: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଧାମନଗର ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଛି ବିଜେପି । ଏହି ଅଭିଯୋଗ କଲେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବୁଧବାର କେନ୍ଦ୍ରମନ୍ତ୍ରୀ…

ପ୍ରିମିୟମ୍ ନେଇ ପ୍ରତାରଣା, ଚାଷୀଙ୍କୁ ମିଳୁନି ଫସଲ ବୀମା

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା । କିନ୍ତୁ ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି । ଫସଲ ବୀମା ଥାଇ ବି କ୍ଷତିପୂରଣ ଚାଷୀ ପାଉନଥିବା ଅଭିଯୋଗ ହୋଇଛି । ବୀମା ରାଶି ବାବଦରେ କମ୍ପାନୀ…

ଭୟଙ୍କର ସ୍ଥିତି ପୂର୍ବରୁ ବୈଜ୍ଞାନିକଙ୍କ ଚେତାବନୀ, ପ୍ରଜାତି ବିଲୁପ୍ତ ହେବାର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

ଆଡିଲେଡ: ଜୀବ ଜଗତର ଷଷ୍ଠ ପର୍ଯ୍ୟାୟ ବିଲୁପ୍ତ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଯାଇଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଯଦି ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯିବ ତାହାହେଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେମାନେ କହିଛନ୍ତି । ଯଦି ଏହି ଧାରା ବଳବତର ରୁହେ ତାହାହେଲେ…

ଶ୍ରୀମନ୍ଦିରରେ କେବେ ଲାଗୁ ହେବ ଡ୍ରେସକୋଡ୍ ବ୍ୟବସ୍ଥା ?

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଣସେବାୟତଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ ଯାତନା ସହୁଛନ୍ତି ଶ୍ରଦ୍ଧାଳୁ । ୨୦୨୧ ମସିହା ଅକ୍ଟୋବରରେ ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସେବାୟତ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା…

ଟି୨୦ ବିଶ୍ୱକପ କ୍ରିକେଟ: ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଡକ୍ୱୱର୍ଥ ଲୁଇସ ନିୟମରେ ଇଂଲଣ୍ଡକୁ ଆୟର୍ଲାଣ୍ଡ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଆଣ୍ଡ୍ର‌୍ୟ ବାଲବର୍ନି ସର୍ବାଧିକ ୬୨ ରନ କରିଥିଲେ । ବର୍ଷା…

SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’

ଭୁବନେଶ୍ୱର: ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ କମିଶନରେଟ୍ ପୋଲିସ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ପୁଣି ଥରେ ଝାରପଡ଼ା ଜେଲକୁ ନିଆଯାଇଛି । ଜଣେ ଯୁବତୀଙ୍କୁ…

କଦମ ପଡ଼ିଆରୁ କ୍ରିକେଟ୍ ଟେକ୍ନିକାଲ୍ ଆନାଲିଷ୍ଟ, ସହଜ ନଥିଲା ଗାୟତ୍ରୀଙ୍କ ଯାତ୍ରା

ଅନୁଗୁଳ: ଇଚ୍ଛା ଓ ନିଷ୍ଠା ଆଗରେ ହାର୍ ମାନିଛି ପ୍ରତିବନ୍ଧକ । ଗାୟତ୍ରୀଙ୍କୁ ସଂଘର୍ଷ ଦେଇଛି ସଫଳତା । ଅନୁଗୁଳ ଜିଲ୍ଲା ଉଗି ମାଳିସାହି ଗାଁର ହେମନ୍ତ ବେହେରା ଓ ବୀଣାପାଣି ବେହେରାଙ୍କ ଝିଅ ଗାୟତ୍ରୀ । ଛୋଟ ବେଳେ ଗାଁ ପଡ଼ିଆରେ ପିଲାଙ୍କ କ୍ରିକେଟ ଖେଳ ଦେଖି ସେ ବି ଖେଳିବାକୁ ମନ ବଳାଇଥିଲେ…

ଭଙ୍ଗା କୁଡ଼ିଆରେ ଗଢ଼ା ଚାଲିଛି ଭବିଷ୍ୟତ, ୭ ବର୍ଷ ହେଲା ସରୁନି କୋଠା ନିର୍ମାଣ

ନବରଙ୍ଗପୁର: ପଞ୍ଚମରୁ ପ୍ରଥମ ଶ୍ରେଣୀ । ପଢ଼ୁଛନ୍ତି ୩୨ ଛାତ୍ରଛାତ୍ରୀ । ଆଉ ଏ ଭଙ୍ଗା କୁଡ଼ିଆ ହେଉଛି ପ୍ରାଥମିକ ବିଦ୍ୟାଳୟ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଘୁମରଦୋରା ପ୍ରାଥମିକ ବିଦ୍ୟାଳୟ କୁଡ଼ିଆ ଘରେ ଚାଲିଛି । ବିଡ଼ମ୍ବନା ହେଉଛି ରାସ୍ତାକଡ଼ ପାନ ଦୋକାନ ଠାରୁ ବି ୟେ…

ସ୍ନାନ ପରେ ଶରୀରରେ ଲଗାନ୍ତୁ ଏହି ତେଲ

ଓଡିଶା ସମ୍ବାଦ ବ୍ୟୁରୋ: ଶୀତ ଋତୁରେ ଚର୍ମ ଶୁଷ୍କ ହେବାକୁ ଲାଗେ। ଚର୍ମର ଉପଯୁକ୍ତ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଧୋଇବା ପରେ, ବେଳେବେଳେ ମଶ୍ଚରାଇଜର ମଧ୍ୟ ଚର୍ମକୁ ଯଥେଷ୍ଟ ଆର୍ଦ୍ରତା ଦେବାରେ ସକ୍ଷମ ହୁଏ ନାହିଁ ଯାହା ଶରୀରର ତେଲରୁ ପାଇଥାଏ। ଆପଣଙ୍କ ଘରେ ଏପରି ଚାରୋଟି…

ବିଭିନ୍ନ ରୋଗକୁ ଦୂର କରେ କଳା ଜିରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱାଦ ବଢାଇବା ପାଇଁ ଜିରା ବ୍ୟବହୃତ ହୁଏ। ଭାରତର ଅଧିକାଂଶ ଘରେ ରୋଷେଇରେ ଜିରା ବ୍ୟବହୃତ ହୁଏ। କିନ୍ତୁ ଆପଣ କ୍ୱଚିତ୍ ଜାଣିଥିବେ ଯେ ଅନ୍ୟ କିସମର ଜିରା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି କିସମର ନାମ ହେଉଛି କଳା ଜିରା। କୁହାଯାଏ ଯେ କଳା ଜିରା…