ଅସାଧୁ ବ୍ୟବସାୟୀ କଳାବଜାରୀ କଲେ ଜେଲ ଯିବେ !
ଭୁବନେଶ୍ବର: ଆସୁଛି ବାତ୍ୟା ସି-ତ୍ରାଙ୍ଗ । ଏକ ସପ୍ତାହ ପରେ ଓଡ଼ିଶାର ସ୍ଥଳଭାଗ ଛୁଇଁବାର ସଂଭାବନା ରହିଛି । ଗୋପାଳପୁରରୁ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ ହୋଇପାରେ । ଏହି ଖବର ଗଣମାଧ୍ୟମରେ ଯେତେ ପ୍ରଚାର ହେଉଛି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି ।…